ଅଧିକ ଚିଲିକା ମଝିରେ ଫସିଥିବା ଭସାପୋଲ ଉଦ୍ଧାର … ଅଳ୍ପକେ ବର୍ତ୍ତିଲେ ୧୭୦ ଯାତ୍ରୀ … ସାତପଡା ଘାଟରୁ ଜହ୍ନିକୁଦା ଯିବା ବେଳେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ହ୍ରଦ ଭିତରେ ଅଟକିଥିଲା … May 16, 2018
ଅଧିକ ସୁପ୍ରିମକୋର୍ଟରେ ନିରାଶ ହେଲେ ଆତ୍ମଘୋଷିତ ଗଡ ମ୍ୟାନ୍ ସାରଥୀ … କେନ୍ଦ୍ରାପଡା ବାରିମୂଳ ଆଶ୍ରମରେ ମା, ଝିଅଙ୍କୁ ନିର୍ଯାତନା ମାମଲାରେ ମିଳିଲାନି ଜାମିନ୍ … ଏକାଧିକ ଅଭିଯୋଗରେ ଗିରଫ ସାରଥୀ ୨୦୧୫ ଅଗଷ୍ଟରୁ ଅଛନ୍ତି ଜେଲ୍ ରେ … May 16, 2018
ଅଧିକ କଂଗ୍ରେସର ସଂଗଠନ ମଜଭୁତ ଅଭିଯାନ … ବାଇକ୍ ରାଲି ପରେ ଜୟପୁର ମେଘମାଳ ତୋଟା ପଡିଆରେ ମହାସମାବେଶ …୨୦ ହଜାରରୁ ଅଧିକ କର୍ମୀ ସାମିଲ … ଆଗାମୀ ନିର୍ବାଚନରେ ଦଳର ସଫଳତା ନେଇ ଦୃଢୋକ୍ତି କଲେ ପିସିସି ସଭାପତି… May 16, 2018
ଅଧିକ ବିଜେଡିର ଦ୍ବିତୀୟ ପର୍ଯ୍ୟାୟ ମହାନଦୀ ସୁରକ୍ଷା ଯାତ୍ରା … ଝାରସୁଗୁଡା ସୁଖାସୋଡାରୁ ଆଭିଯାନ ଆରମ୍ଭରେ ମହାନଦୀ ପାଇଁ ଲଢିବାକୁ ରାଜ୍ୟବାସୀଙ୍କୁ ଆହ୍ୱାନ କଲେ ମୁଖ୍ୟମନ୍ତ୍ରୀ … ବିଜେପି ଉପରେ ବର୍ଷିଲେ … ବିରୋଧୀ କହିଲେ ଶୋଇଥିଲେ, ଏବେ ଉଠିଲେ … May 16, 2018
ଅଧିକ କର୍ଣ୍ଣାଟକରେ ଅନିଶ୍ଚିତତା ଜାରି…କିନ୍ତୁ ରାଜଭବନରୁ ଫେରିବା ପରେ ବିଜେପି ନେତା ୟେଦିୟୁରାପ୍ପା କହିଲେ , କାଲି ନେବେ ଶପଥ…ସେପଟେ ବିଜେପି ବିରୋଧରେ ଘୋଡା ବେପାର ଅଭିଯୋଗ ଆଣିଲେ କୁମାରସ୍ବାମୀ, କୋର୍ଟ ଯିବାକୁ କଂଗ୍ରେସର ଧମକ…. May 16, 2018
ଅଧିକ ନୂଆପଡାରେ ମାତିଛି ଭାଲୁ … ସାଲିହା ଗାଁରେ ୨ଟି ଭାଲୁ ଆକ୍ରମଣରେ ଜଣେ ଗୁରୁତର … ସେପଟେ ସାଲେପୁର ବାରବୋଡିଆରେ ମାଙ୍କଡ ଆତଙ୍କ … ମାଙ୍କଡ଼ କାମୁଡ଼ାରେ ଜଣେ ଗୁରୁତର, ୨୫ ଆହତ .. May 16, 2018
ଅଧିକ କର୍ଣ୍ଣାଟକରେ ଝୁଲା ବିଧାନସଭା … କୌଣସି ଦଳକୁ ମିଳିଲାନି ସ୍ପଷ୍ଟ ବହୁମତ … ମ୍ୟାଜିକ୍ ନମ୍ବରଠାରୁ ୭ ଆସନ ପଛରେ ବିଜେପି … ରାଜ୍ୟପାଳଙ୍କୁ ଭେଟି ସରକାର ଗଠନ କରିବାକୁ ଦାବି ଜଣାଇଲା ବିଜେପି, ଜେଡିଏସ୍ … May 16, 2018
ଅଧିକ ବାରଣାସୀ କ୍ୟାଣ୍ଟନମେଣ୍ଟ ଷ୍ଟେସନରେ ଫ୍ଲାଏଓଭର ଭୁଶୁଡିବା ଘଟଣା … ୧୮ ମୃତ, ଭଗ୍ନାବଶେଷ ତଳେ ଚାପି ହୋଇ ରହିଛନ୍ତି ଅନେକ … ଘଟଣାର ତଦନ୍ତ ପାଇଁ କମିଟି ଗଠନ, ୪୮ ଘଣ୍ଟାରେ ରିପୋର୍ଟ ଦେବାକୁ ନିର୍ଦ୍ଦେଶ … May 16, 2018
ଅଧିକ ଆଜିଠୁ ବିଜେଡିର ମହାନଦୀ ସୁରକ୍ଷା ଅଭିଯାନ … ଝାରସୁଗୁଡ଼ା ସୁଖାସୋଡ଼ାରୁ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ … ୧୫ ଦିନରେ ୧୫ ଜିଲ୍ଲା ବୁଲିବା ପରେ ପାରାଦୀପ ମହାନଦୀ ମୁହାଣରେ ହେବ ଶେଷ … May 16, 2018
ଅଧିକ ମାଲକାନଗିରି ଜିଲ୍ଲାରେ ଲାଲ୍ ହିଂସା … ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ଜଣଙ୍କୁ ହତ୍ୟା … ପୋଲିସର କମ୍ବିଂ ଅପେରସନ ଆରମ୍ଭ … ସେପଟେ କୋଟଗଡ-ମୁନିଗୁଡା ରାସ୍ତା ରଡିଗୁମାରେ ମାଓ ପୋଷ୍ଟର, ଗଛ ପକାଇ ରାସ୍ତା ଅବରୋଧ … May 16, 2018
ଅଧିକ କାଳବୈଶାଖୀ ପ୍ରଭାବ ଆହୁରି ୨୪ ଘଣ୍ଟା… ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା, ପବନ ସମ୍ଭାବନା… ଗତକାଲି ରାଜଧାନୀ ସମେତ ସାରା ରାଜ୍ୟରେ ପ୍ରବଳ ବର୍ଷା… ତଥାପି ସୋନପୁରରେ ପାରଦ ଟପିଲା ୪୨ ଡିଗ୍ରୀ… May 15, 2018