ଅଧିକ ବିଶ୍ବକପ୍ ଫୁଟବଲରୁ ଡିଫେଣ୍ଡିଂ ଚାମ୍ପିଅନ୍ ଜର୍ମାନୀ ବିଦା …୨-୦ ଗୋଲରେ ହରାଇଲା ଦକ୍ଷିଣ କୋରିଆ … ଗ୍ରୁପ-ଏଫ୍ ରୁ ପ୍ରିକ୍ବାଟର ଫାଇନାଲରେ ମେକ୍ସିକୋ, ସ୍ବିଡେନ…. June 28, 2018
ଅଧିକ ଖୁବଶୀଘ୍ର ଲୋକାର୍ପିତ ହେବ ବିଛିନ୍ନାଞ୍ଚଳକୁ ସଂଯୋଗ କରୁଥିବା ଗୁରୁପ୍ରିୟା ସେତୁ… ସେତୁରେ ସିସିଟିଭି ସହ ଲାଇଟ୍ ପୋଷ୍ଟ ଓ ହାଇମାସ୍କ ଲାଇଟ୍ ବ୍ୟବସ୍ଥା …୨୪ଘଣ୍ଟା ସୁରକ୍ଷା ଦାୟୀତ୍ବରେ ବିଏସଏଫ ବାହୀନି…. June 7, 2018
ଅଧିକ ଜୟପୁର ରାଣୀଗଡ ପଥର କ୍ବାରୀରେ ଆଜି କରାଯିବ ବ୍ଲାଷ୍ଟି… ୧ କିଲୋମିଟର ଯାଏଁ ନିସିଦ୍ଧାଞ୍ଚଳ ଘୋଷଣା …ବାୟୁସେନାର ଟେକ୍ନିକାଲ୍ ଟିମକୁ ଅପେକ୍ଷା … ୮ ଦିନ ହେଲା ପଥର ତଳେ ଚାପି ହୋଇ ରହିଛନ୍ତି ୨ ଜେସିବି ଅପରେଟର… June 7, 2018
ଅଧିକ ବିରୋଧ, ବିବାଦ ସତ୍ତ୍ବେ ଆରଏସଏସ କାର୍ଯ୍ୟକ୍ରମରେ ଯୋଗ ଦେବେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ… ନାଗପୁରରେ ଆରଏସ୍ଏସ୍ ବିଶାଳ ସମାରୋହରେ କଣ କହିବେ ପ୍ରଣବ ଦା, ତା ଉପରେ ସମସ୍ତଙ୍କ ନଜର… June 7, 2018
ଅଧିକ ସୁନ୍ଦରଗଡ଼ ଖମାରୀପଡ଼।ରେ କନେଷ୍ଟବଳଙ୍କ ଉପରକୁ ଗୁଳିମାଡ… ସାମାନ୍ୟ ବଚସାରୁ ଗୁଳି ଫୁଟାଇ ଦେଲା ସାଙ୍ଗ..ଅଭିଯୁକ୍ତ ସମେତ ୨ ଅଟକ… ସେପଟେ ଘସିପୁରା କାଠପାଳ ଗାଁରେ ତୀର ମାଡରେ ଜଣେ ମହିଳା ଗୁରୁତର ଆହତ.. June 7, 2018
ଅଧିକ ସାରା ରାଜ୍ୟରେ ୧୨ ଘଣ୍ଟିଆ ଅଟୋ ଓ ଟ୍ୟାକ୍ସି ଚଳାଚଳ ବନ୍ଦ… ତୈଳ ଦର ହ୍ରାସ ଓ ଅଟେ। ଭଡା ବୃଦ୍ଧି ଦାବିରେ ନିଖିଳ ଓଡ଼ିଶା ଅଟେ। ରିକ୍ସା ମହାସଂଘ ବନ୍ଦ ଡାକରା… June 7, 2018
ଅଧିକ ଆଜି ପ୍ରକାଶ ପାଇବ CBSE ଦଶମ ରେଜଲ୍ଟ … ଅପରାହ୍ନ ୪ଟାରେ ବାହାରିବ ରେଜଲ୍ଟ… ଚଳିତବର୍ଷ ସାରା ଦେଶରୁ ପରୀକ୍ଷା ଦେଇଛନ୍ତି ୧୬ ଲକ୍ଷରୁ ବେଶୀ ଛାତ୍ରଛାତ୍ରୀ.. May 29, 2018
ଅଧିକ ପୁରୀ ଚନ୍ଦନପୁରରେ ବଧୂହତ୍ୟା ଅଭିଯୋଗ… ବାପଘର ଲୋକଙ୍କ ଏତଲା ପୋଲିସ ଗ୍ରହଣ ନକରିବାରୁ ତୀବ୍ର ପ୍ରତିକ୍ରିୟା…ବିଳମ୍ବରେ ହେଲା ଶବସତ୍କାର…ଦାବି ପୂରଣ ନହେଲେ ପୁଣି ରାସ୍ତାକୁ ଓହ୍ଲାଇବାକୁ ଗ୍ରାମବାସୀଙ୍କ ଧମକ… May 29, 2018
ଅଧିକ ଡିଜିପିଙ୍କ ନିର୍ଦ୍ଦେଶ, ପୋଲିସ ଆକ୍ସନ ସତ୍ତ୍ବେ ଥମୁନି ଗୁଜବ ଯନ୍ତ୍ରଣା….ପିଲା ଚୋର ସନ୍ଦେହରେ ନୀରିହ, ଅପରିଚିତଙ୍କୁ ଆକ୍ରମଣ…ସୋର ଘଟଣାରେ ୩ ଗିରଫ…କଳାହାଣ୍ଡିରେ ଲୋକଙ୍କ ମାଡଖାଇ ଡାକ୍ତରଖାନାରେ ମାନସୀକ ବିକୃତ ବ୍ୟକ୍ତି …… May 29, 2018
ଅଧିକ ଆଜି ରାଜ୍ୟପାଳ ଭାବେ ଶପଥ ନେବେ ପ୍ରଫେସର ଗଣେଶୀ ଲାଲ୍ …. ରାଜଭାବନରେ ଶପଥ ପାଠ କରାଇବେ ହାଇକୋର୍ଟର ମୁଖ୍ୟ ବିଚାରପତି … ଦାୟୀତ୍ବରେ ଥିବା ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କ ଠାରୁ ନେବେ ଦାୟିତ୍ବ … May 29, 2018