ରାଜ୍ୟ

top-news

ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର ହେଲା JIO, ଡାଟା ବ୍ୟବହାରରେ...

ଭୁବନେଶ୍ୱର: ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପରେ ରିଲାଏନ୍ସ ଜିଓ ଡାଟା ବ୍ୟବହାର ଦୃଷ୍ଟିରୁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଡାଟା ଟ୍ରାଫିକରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ତ୍ରୟ...

ନୋମିନେସନ ଆରମ୍ଭ ହୋଇଗଲାଣି, ଏ ପର୍ଯ୍ୟନ୍ତ ସରୁନି ତିନି ଦଳର ପ୍ର...

ଭୁବନେଶ୍ଵର:  ୯-୬-୧୫ରେ ଛିଣ୍ଡୁନି ଅଙ୍କ । ଏବେ ବି କଂଗ୍ରେସର ୯,  ବିଜେଡିର ୬ ଓ ବିଜେପିର ୧୫ ବିଧାନସଭା ଆସନରେ ଫାଇନାଲ୍ ହୋଇପାରୁ ନାହାନ୍ତି ପ୍ରାର୍ଥୀ । ଏହା ଭିତରୁ ୪ ଆସନରେ ବିଜେଡି-ବିଜେପି ଛକାପଞ୍ଝା ଭିତରେ ଝୁଲିଛି ଆ...

OFDCରେ ସବ୍ୟସାଚୀ ମହାପାତ୍ରଙ୍କୁ ନୂଆ ଦାୟିତ୍ବ, ସ୍ବାଧୀନ ନିର୍ଦ...

ଭୁବନେଶ୍ବର: ଜାତୀୟ ପୁରସ୍କାର ପ୍ରାପ୍ତ ବରିଷ୍ଠ ଚଳଚ୍ଚିତ୍ର ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କୁ ନୂଆ ଦାୟିତ୍ବ । ଓଡ଼ିଶା ଫିଲ୍ମ ଡେଭଲପମେଣ୍ଟ କର୍ପୋରେସନ (ଓଏଫଡିସି) ଏବଂ କଳିଙ୍ଗ ଷ୍ଟୁଡିଓର ସ୍ବାଧୀନ ନିର୍ଦ୍ଦେଶକ ଭାବେ ତାଙ୍କୁ ଦାୟିତ୍ବ ଦିଆଯାଇଛି। 

ତେବେ...

ସୋଆ ପକ୍ଷରୁ କମିଶନରେଟ୍ ପୋଲିସ୍ ଓ ଟ୍ରାଫିକ୍ ପୋଲିସ୍‌କୁ ଓଆର୍‌ଏ...

ଭୁବନେଶ୍ୱର, ଏପ୍ରିଲ୍ ୨୩: ସାରା ରାଜ୍ୟର ଅସହ୍ୟ ଖରା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାଜଧାନୀରେ ଆଇନ୍ ଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ଟ୍ରାଫିକ୍ ବ୍ୟବସ୍ଥାରେ ନିୟୋଜିତ ଥିବା କମିଶନରେଟ ପୋଲିସ୍‌ର ଅଧିକାରୀ ଓ କର୍ମଚାରୀମାନଙ୍କୁ ଟିକ...

ବେସିକ୍‌ ସାଇନ୍ସ କଲେଜ ଛାତ୍ରଙ୍କ ବନ୍ଧୁମିଳନ କାର୍ଯ୍ୟକ୍ରମ, ୫୦...

ଭୁବନେଶ୍ବର: ଓୟୁଏଟି ଅଧୀନରେ ଥିବା ବେସିକ୍‌ ସାଇନ୍ସ ମହାବିଦ୍ୟାଳୟର ଛାତ୍ରଙ୍କ ଏକ ଅନନ୍ୟ ବନ୍ଧୁ ମିଳନ କାର୍ଯ୍ୟକ୍ରମ। ଅନନ୍ୟ ଏଥିପାଇଁ କାରଣ ମହାବିଦ୍ୟାଳୟର ୧୯୭୪ ବ୍ୟାଚ୍‌ର ୪୦ରୁ ଅଧିକ ଛାତ୍ର ଦୀର୍ଘ ୫୦ ବର୍ଷ ପରେ ଏକାଠି ହୋଇଥିଲେ। ସ୍ଥାନୀୟ...

ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ: ଜନସ୍ବାସ୍ଥ୍ୟ ନିର...

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ରୌଦ୍ର ତାପ।ତାତିରୁ ମିଳୁନାହିଁ ଆଶ୍ବସ୍ତି।ତାପମାତ୍ରା କମିବାର ନାଁ ନେଉନଥିବାବେଳେ ଗୁଳିଗୁଳି ସାଙ୍ଗଙ୍କୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଉଛି। ମଙ୍ଗଳବାର ପାରଳାଖେମୁଣ୍ଡ...

ଜାରି ରହିଛି ଗ୍ରୀଷ୍ମ ପ୍ରବାହ, ୪୨.୮ ଡିଗ୍ରୀ ସହ ମଙ୍ଗଳବାର ପାରଳ...

ଭୁବନେଶ୍ବର: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରେ ଆଉଟୁ ପାଉଟୁ ଉପାନ୍ତରୁ ଉପକୂଳ । ଏମିତିକି ରାଜଧାନୀ ଭୁବନେଶ୍ବର ପାଲଟିଛି ସବୁଠୁ ଉତ୍ତପ୍ତ ସହର। ଖାଲି ସେତିକି ନୁହେଁ ଆଗକୁ ଆହୁରି କଲବଲ କରିବ ତାତି । ଅବଶ୍ୟ ମଙ୍ଗଳବାର ତାପମାତ୍ରାରେ ସାମାନ୍ୟ...

ଓଡ଼ିଶା ପାଇଁ ବିଜେପିର ୪୦ ଜଣିଆ ଷ୍ଟାର ପ୍ରଚାରକ, ତାଲିକାରେ ପିଏ...

ଭୁବନେଶ୍ୱର: ଭାରତୀୟ ଜନତା ପାର୍ଟି ପକ୍ଷରୁ ଓଡ଼ିଶା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକଙ୍କ ନାମ ଘୋଷଣା କରାଯାଇଛି । ଓଡ଼ିଶାର ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନ ପାଇଁ ବିଜେପି ଷ୍ଟାର ପ୍ରଚାରକଙ୍କ ତାଲିକା ଘୋଷଣା କରି...

କଲବଲ କରୁଛି ତାତି, ୪୧.୮ ଡିଗ୍ରୀ ସହ ଉତ୍ତପ୍ତ ସହର ପାଲଟିଲା ଭୁବ...

ଭୁବନେଶ୍ୱର ୨୩/୦୪: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ । ଅସହ୍ୟ ତାତିରେ ଆଉଟୁ ପାଉଟୁ ଉପାନ୍ତରୁ ଉପକୂଳ । ବିଶେଷକରି ତାତିର ପ୍ରକୋପରେ ଜଳୁଛି ସ୍ମାର୍ଟସିଟି । ଆଗକୁ ଆହୁରି କଲବଲ କରିବ ତାତି । ଲମ୍ବି ଯାଇଛି ଗ୍ରୀଷ୍ମପ୍ରବାହ । ଲଗାତାର ୮ ଦିନ ହ...

Copyright © 2024 - Summa Real Media Private Limited. All Rights Reserved.