ବ୍ୟବସାୟ

top-news

ବିଶ୍ୱର ସର୍ବବୃହତ ମୋବାଇଲ୍ ଅପରେଟର ହେଲା JIO, ଡାଟା ବ୍ୟବହାରରେ...

ଭୁବନେଶ୍ୱର: ଭାରତୀୟ ଟେଲିକମ୍ କ୍ଷେତ୍ରରେ ନିଜର ଆଧିପତ୍ୟ ପ୍ରତିଷ୍ଠା କରିବା ପରେ ରିଲାଏନ୍ସ ଜିଓ ଡାଟା ବ୍ୟବହାର ଦୃଷ୍ଟିରୁ ଏକ ନୂତନ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଡାଟା ଟ୍ରାଫିକରେ ରିଲାଏନ୍ସ ଜିଓ ଏବେ ବିଶ୍ୱର ଏକ ନମ୍ବର କମ୍ପାନୀ ହୋଇପାରିଛି। ଗତ ତ୍ରୟ...

ମସଲା ବିବାଦରେ ସିଙ୍ଗାପୁର ଓ ହଂକଂକୁ ବିସ୍ତୃତ ବିବରଣୀ ମାଗିଲା ଭ...

ନୂଆଦିଲ୍ଲୀ ୨୩।୪: ବିଶ୍ୱରେ ମସଲାର ସବୁଠୁ ବଡ଼ ଉତ୍ପାଦକ, ଉପଭୋକ୍ତା ତଥା ରପ୍ତାନୀକାରୀ ଭାରତ ସିଙ୍ଗାପୁର ଓ ହଂକଂର ଖାଦ୍ୟ ସୁରକ୍ଷା ନିୟାମକଙ୍କୁ ଦୁଇ ଭାରତୀୟ କମ୍ପାନୀଙ୍କ ମସଲା ଉତ୍ପାଦ ସମ୍ପର୍କିତ ବିବାଦ ଉପରେ ବିବରଣୀ ମାଗିଛନ୍ତି। ସ...

ଖରାପ ପାଗ ରହିଲେ ଦେଶରେ ହେବ ମହଙ୍ଗା ମାଡ଼, ନୂଆ ବୁଲେଟିନରେ ଚେତ...

ନୂଆଦିଲ୍ଲୀ: ପ୍ରତିକୂଳ ପାଣିପାଗ କାରଣରୁ ଖୁଚୁରା ସାମଗ୍ରୀର ଦରଦାମ ବଢିବାର ବିପଦ ହୋଇପାରେ । ଏହାସହ ବୈଶ୍ୱିକ ସ୍ତରରେ ଦୀର୍ଘ ସମୟରୁ ଜାରି ରହିଥିବା ଉତ୍ତେଜନାପୂର୍ଣ୍ଣ ସ୍ଥିତି କାରଣରୁ ଅଶୋଧିତ ତେଲର ମୂଲ୍ୟରେ ଅସ୍ଥିରତା ଜାରି ରହିପାରେ । ଭାରତୀୟ ରିଜର୍ଭ ବ୍ୟାଙ୍କ ଏପ୍ରିଲ...

ଆହୁରି ଶସ୍ତା ହେଲା ସୁନା, ରୂପା ଦର ବି ଖସିଲା

ନୂଆଦିଲ୍ଲୀ ୨୩।୪: ଯଦି ସ୍ୱର୍ଣ୍ଣାଳଙ୍କାର କିଣିବାକୁ ଯୋଜନା କରୁଛନ୍ତି ତେବେ ଏହା ହିଁ ଠିକ୍ ସମୟ। ୨୩ ଏପ୍ରିଲ ମଙ୍ଗଳବାର ସୁନା ରୂପ ଦର ପୁଣି କମିଛି। ଏଣୁ ସୁଯୋଗ ହାତଛଡା କରିବା ଆଦୌ ଉଚିତ ହେବନି। ମଙ୍ଗଳବାର ୨୪ କ୍ୟାରେଟ୍ ସୁନା ପ୍ରତି...

ଏମ୍‌ଡିଏଚ୍ ଓ ଏଭରେଷ୍ଟ ମସଲାରେ କ୍ୟାନ୍‌ସର ବାହକ କେମିକାଲ ଭୟ: ସ...

ନୂଆଦିଲ୍ଲୀ: ଭାରତୀୟ ମସଲା ବ୍ରାଣ୍ଡ୍ ଏମ୍‌ଡିଏଚ୍ ଓ ଏଭରେଷ୍ଟ ମସଲାରେ କ୍ୟାନ୍‌ସର ବାହକ କେମିକାଲ ଇଥିଲିନ ଅକ୍ସାଇଡ୍ ଅତ୍ୟଧିକ ପରିମାଣରେ ରହିଥିବା ବିଦେଶରୁ ଅଭିଯୋଗ ଆସିଛି। ଏଥିପାଇଁ ସିଙ୍ଗାପୁର ଓ ହଂକଂ ଏହି ଦୁଇ ଭାରତୀ...

ଜୋମାଟୋରୁ ଖାଦ୍ୟ ମଗାଇବା ହେବ ମହଙ୍ଗା ! ପ୍ରତି ଅର୍ଡର ଉପରେ ଦ...

ନୂଆଦିଲ୍ଲୀ: ଅନଲାଇନ ଫୁଡ୍ ଡେଲିଭରି ପ୍ଲାଟଫର୍ମ ଜୋମାଟୋ ପୁଣିଥରେ ଏହାର ପ୍ଲାଟଫର୍ମ ଫି ବଢ଼ାଇଛି। ଜୋମାଟୋ ଏହାର ପ୍ଲାଟଫର୍ମ ଫି ୨୫ ପ୍ରତିଶତ ବୃଦ୍ଧି କରିଛି। ଏହାର ଅର୍ଥ ଏବେ ଗ୍ରାହକଙ୍କୁ ପ୍ରତି ଅର୍ଡର ଉପରେ ୫ ଟଙ୍କା ଅତିରିକ୍ତ ଦେୟ ଦେବାକୁ ହେବ। ଯ...

ସିଙ୍ଗାପୁର ପରେ ହଂକଂ ବ୍ୟାନ୍ କଲା ଏମ୍‌ଡିଏଚ୍‌ ଓ ଏଭରେଷ୍ଟ ମସଲା...

ନୂଆଦିଲ୍ଲୀ: ସିଙ୍ଗାପୁର ପରେ ଏବେ ହଂକଂ ମଧ୍ୟ ଭାରତର ଏମ୍‌ଡିଏଚ୍‌ କରି ମସଲାକୁ ବ୍ୟାନ୍ କରିଛି। କେବଳ ଏମ୍‌ଡିଏଚ୍‌ ନୁହେଁ, ଏଭରେଷ୍ଟ ମସଲା ମଧ୍ୟ ବ୍ୟାନ୍ କରିଛି ଏହି ଦେଶ। ମସଲାରେ କର୍କଟ ରୋଗର ବାହକ କ୍ୟାମିକାଲ ମିଳିବାରୁ ଏଗୁଡ଼ିକୁ ବ୍ୟାନ୍ କରାଯା...

ବ୍ରିଟେନରେ NRIଙ୍କୁ ଝଟ୍‌କା: ଟ୍ୟାକ୍ସ ନିୟମ ପରିବର୍ତ୍ତନ କଲେ ଋ...

ନୂଆଦିଲ୍ଲୀ: ବ୍ରିଟେନରେ ନୂଆ ଆଇନ ଆଣିଛନ୍ତି ଭାରତୀୟ ବଶୋଦ୍ଭବ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ସରକାର । ସେଠାରେ ରହୁଥିବା ନନ୍‌ ରେସିଡେଣ୍ଟ ଇଣ୍ଡିଆନ୍ସ (NRI) ଉପରେ ଏକ ବଡ ପ୍ରଭାବ ପକାଇବ। ଏହି ନିୟମ NRI ଉପରେ ଦୁଇଗୁଣ ପ୍ରଭାବ ପକାଇବ। ଗୋଟିଏ ପଟେ ବ୍ରିଟେନରେ ରହୁଥି...

ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନରେ ଜବରଦସ୍ତ ବୃଦ୍ଧି: ସରକାରଙ୍କ ଅନୁ...

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩-୨୪ରେ ପ୍ରତ୍ୟକ୍ଷ କର ସଂଗ୍ରହରେ ବୃଦ୍ଧି ଦେଖିବାକୁ ମିଳିଛି। ଦେଶରେ ନେଟ୍‌ ଡାଇରେକ୍ଟ ଟ୍ୟାକ୍ସ କଲେକ୍ସନ ମାର୍ଚ୍ଚ ୨୦୨୪ ଶେଷ ଆର୍ଥିକ ବର୍ଷରେ ୧୯.୫୮ ଲକ୍ଷ କୋଟି ଟଙ୍କା ହୋଇଛି। ବାର୍ଷିକ ଆଧାରରେ ୧୭.୭୦ ପ୍ରତିଶତ ବୃଦ୍ଧି ହୋଇଛି। ଗତ...

Copyright © 2024 - Summa Real Media Private Limited. All Rights Reserved.