ବ୍ୟବସାୟ

top-news

ବୈଦେଶିକ ମୁଦ୍ରାଭଣ୍ଡାରରେ ୫.୪ ବିଲିୟନ ଡଲାରର ଭାରି ହ୍ରାସ, ୭ ସ...

ନୂଆଦିଲ୍ଲୀ ୧୯।୪: ଲଗାତାର ୭ ସପ୍ତାହର ଅଭିବୃଦ୍ଧି ପରେ ବିଦେଶୀ ମୁଦ୍ରାଭଣ୍ଡାରରେ ହ୍ରାସ ଦେଖାଯାଇଛି। ୧୨ ଏପ୍ରିଲରେ ସମାପ୍ତ ହୋଇଥିବା ସପ୍ତାହରେ ଏଥିରେ ୫.୪ ବିଲିୟନ ଡଲାର ହ୍ରାସ ହୋଇ ଏବେ ୬୪୩.୧୬ ବିଲିୟନ ଡଲାରକୁ ଖସିଛି। ଭାରତୀୟ ରିଜ...

ସରକାରୀ ଗୋଦାମରେ ଗହମର ଷ୍ଟକ୍ ୧୬ ବର୍ଷର ସର୍ବନିମ୍ନ ସ୍ତରରେ

ନୂଆଦିଲ୍ଲୀ: ଗତ ଦୁଇ ବର୍ଷ ଧରି କମ ଫସଲ ଉତ୍ପାଦନ କାରଣରୁ ସରକାରୀ ଗୋଦାମରେ ଗହମର ଭଣ୍ଡାର ୧୬ ବର୍ଷରେ ସବୁଠୁ କମ ହୋଇଛି । ଗତ କିଛି ବର୍ଷରେ ଘରୋଇ ଯୋଗାଣ ବଢିବା ଏବଂ ମୂଲ୍ୟକୁ କମ କରିବା ପାଇଁ ଭାରତ ସରକାର ରେକର୍ଡ ମାତ୍ରାରେ ଗହମ ବିକ୍ରି କରୁଛନ୍ତି । ଡାଟା ଅନୁସାରେ ଏପ୍ର...

ଭାରତରୁ ଏଭରେଷ୍ଟ ଫିସ୍ କରୀ ମସଲା ଆମଦାନୀ ଉପରେ ରୋକ ଲଗାଇଲା ସିଙ...

ନୂଆଦିଲ୍ଲୀ: ଭାରତର ଚର୍ଚ୍ଚିତ ମସଲା ବ୍ରାଣ୍ଡ ଏଭରେଷ୍ଟର ‘ଫିସ୍‌ କରୀ’ ଉପରେ ପ୍ରତିବନ୍ଧକ ଲଗାଇଛି ସିଙ୍ଗାପୁର । ଏପ୍ରିଲ ୧୮ରେ ଜାରି ଏକ ବୟାନ ଅନୁଯାୟୀ, ସିଙ୍ଗାପୁରର ଖାଦ୍ୟ ସୁରକ୍ଷା ଏଜେନ୍ସୀ, ଏଭରେଷ୍ଟର ‘ଫିସ୍‌ କରୀ&rs...

୨୦୫୦ ସୁଦ୍ଧା ଏହା ୩୪ କୋଟି ଟପିବ ବରିଷ୍ଠ ନାଗରିକଙ୍କ ସଂଖ୍ୟା, ସ...

ନୂଆଦିଲ୍ଲୀ: ଭାରତରେ ବୟସ୍କଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି। ୨୦୫୦ ସୁଦ୍ଧା ଏହା ୩୪ କୋଟି ଟପିଯିବ। ଯାହା ବିଶ୍ୱର ବୟସ୍କଙ୍କ ଜନସଂଖ୍ୟାର ୧୭ ପ୍ରତିଶତ ହେବ ବୋଲି ଏକ ରିପୋର୍ଟରୁ ଜଣାପଡ଼ିଛି। ବୟସ୍କ ସଂଖ୍ୟା ବୃଦ୍ଧି ହେବା ଯୋଗୁ ଅର୍ଥନୀତି କ୍ଷେତ୍ରରେ ମଧ୍ୟ ଦେଶ...

ଭାରତରେ ପ୍ରଥମ କର୍ମଚାରୀ ନିଯୁକ୍ତ କଲା OpenAI, ପୂର୍ବରୁ ଟ୍ରୁ-...

ନୂଆଦିଲ୍ଲୀ: କେବଳ ଭାରତ ନୁହେଁ ବରଂ ଅନେକ ଦେଶ ବର୍ତ୍ତମାନ ଏଆଇ ଉପରେ ଧ୍ୟାନ ଦେଉଛନ୍ତି। ଅନେକ ଏଆଇ କମ୍ପାନି ମଧ୍ୟ ସାମ୍‌ନାକୁ ଆସିଲେଣି। ଏସବୁ ମଧ୍ୟରେ ଏଆଇ ଦୗଡ଼ରେ ସବୁଠୁ ଆଗରେ ରହିଛି ମାଇକ୍ରୋସଫ୍ଟ ସମର୍ଥିତ ଓପନଏଆଇ। କମ୍ପାନିର ଏଆଇ ଚାଟଜିପିଟି...

ଲଗାତାର ୪ ଦିନର ହ୍ରାସରେ ଲାଗିଲା ବ୍ରେକ୍, ବୈଶ୍ୱିକ ଦୁର୍ବଳ ସଂକ...

ନୂଆଦିଲ୍ଲୀ: ସେୟାର ବଜାରରେ ଲଗାଚାର ଚାରି ଦିନ ଧରି ଚାଲିଥିବା ହ୍ରାସରେ ଶୁକ୍ରବାର ବ୍ରେକ୍ ଲାଗିଛି । ଗ୍ଲୋବାଲ ମାର୍କେଟରୁ ମିଳୁଥିବା ଦୁର୍ବଳ ସଂକେତ ସତ୍ତ୍ୱେ ଆଜି ସେନସେକ୍ସ ପ୍ରାୟ ୬୦୦ ଅଙ୍କର ବୃଦ୍ଧି ସହ ସବୁଜ ସଂକେତରେ ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ମଧ୍ୟ ୧୫୧ ଅଙ୍କ...

ଭାରତକୁ ପୁଣି ପ୍ରଶଂସା କଲା IMF, କହିଲା-ନିର୍ବାଚନୀ ବର୍ଷରେ ବି...

ନୂଆଦିଲ୍ଲୀ: ଭାରତୀୟ ଅର୍ଥବ୍ୟବସ୍ଥାର ପ୍ରଗତିକୁ ନେଇ ସାରା ଦୁନିଆର ରେଟିଂ ଏଜେନ୍ସି ପ୍ରଶଂସା କରୁଛନ୍ତି । ଅନ୍ତରାଷ୍ଟ୍ରୀୟ ମୁଦ୍ରା କୋଷ ମଧ୍ୟ ବାରମ୍ୱାର ଭାରତ ସରକାରଙ୍କ ନୀତିକୁ ପ୍ରଶଂସା କରିଆସିଛି । ଏହାରି ଭିତରେ ପୁଣି ଥରେ ଆଇଏମଏଫ ଭାରତର ପ୍ରଶଂସା କରିଛି । ନିର୍ବାଚନ...

ଭୋଟ ପୂର୍ବରୁ ଶସ୍ତା ହେଲା ସୁନା, ଏବେବି ରୂପା ମହଙ୍ଗା

ନୂଆଦିଲ୍ଲୀ ୧୮।୪: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ୧୯ ଏପ୍ରିଲ ଶୁକ୍ରବାର ହେବାକୁ ଯାଉଛି। ତେବେ ତା ପୂର୍ବରୁ ସୁନା ଦର ହ୍ରାସ ହୋଇଛି। ଚଳିତ ମାସ ଆରମ୍ଭରୁ ସୁନା ଓ ରୂପା ଦର ଲଗାତାର ବଢିବାରେ ଲାଗିଛି। ହେଲେ ଗୁର...

ତାମିଲନାଡୁ ପ୍ଲାଣ୍ଟରେ ଜାଗୁଆର ଲ୍ୟାଣ୍ଡ ରୋଭର ଉତ୍ପାଦନ କରିବ ଟ...

ନୂଆଦିଲ୍ଲୀ: ତାମିଲନାଡୁରେ କମ୍ପାନିର ନୂଆ ପ୍ଲାଣ୍ଟରେ ଜାଗୁଆର ଲ୍ୟାଣ୍ଡ ରୋଭର ଉତ୍ପାଦନ କରିବ ଟାଟା ମୋଟର୍ସ।ଏହି ପ୍ଲାଣ୍ଟ ପାଇଁ ଟାଟା ମୋଟର୍ସ ୧ ବିଲିୟନ ଡଲାର ନିବେଶ କରିଥିଲା। ଆଉ ଏବେ ଏହି ନୂଆ ପ୍ଲାଣ୍ଟରେ ଲଗଜୁରୀ କାର୍ ଜାଗୁଆର...

Copyright © 2024 - Summa Real Media Private Limited. All Rights Reserved.