ବ୍ୟବସାୟ

top-news

ତାମିଲନାଡୁ ପ୍ଲାଣ୍ଟରେ ଜାଗୁଆର ଲ୍ୟାଣ୍ଡ ରୋଭର ଉତ୍ପାଦନ କରିବ ଟ...

ନୂଆଦିଲ୍ଲୀ: ତାମିଲନାଡୁରେ କମ୍ପାନିର ନୂଆ ପ୍ଲାଣ୍ଟରେ ଜାଗୁଆର ଲ୍ୟାଣ୍ଡ ରୋଭର ଉତ୍ପାଦନ କରିବ ଟାଟା ମୋଟର୍ସ।ଏହି ପ୍ଲାଣ୍ଟ ପାଇଁ ଟାଟା ମୋଟର୍ସ ୧ ବିଲିୟନ ଡଲାର ନିବେଶ କରିଥିଲା। ଆଉ ଏବେ ଏହି ନୂଆ ପ୍ଲାଣ୍ଟରେ ଲଗଜୁରୀ କାର୍ ଜାଗୁଆର...

ଦୁନିଆର ତୃତୀୟ ସବୁଠୁ ବଡ଼ ରୂପା ଉତ୍ପାଦକ କମ୍ପାନି ହେଲା ହିନ୍ଦୁ...

ନୂଆଦିଲ୍ଲୀ: ଦୁନିଆର ତୃତୀୟ ସବୁଠୁ ବଡ଼ ରୂପା ଉତ୍ପାଦନକାରୀ କମ୍ପାନି ହୋଇଛି ବେଦାନ୍ତ ଗ୍ରୁପ୍‌ର ହିନ୍ଦୁସ୍ତାନ ଜିଙ୍କ୍‌ । ଗୁରୁବାର, କମ୍ପାନି ତରଫରୁ ଏକ ବିବୃତ୍ତିରେ କୁହାଯାଇଛି ଯେ, ଏକ ସର୍ଭେ ଅନୁଯାୟୀ, ରାଜସ୍ଥାନ ସ୍ଥିତ ସିନ୍ଦସର ଖୁର୍ଦ...

ସେରେଲାକ୍‌ରେ ଚିନି ମିଳିବା ପରେ ସରକାରଙ୍କ ଟାର୍ଗେଟରେ କମ୍ପାନି,...

ନୂଆଦିଲ୍ଲୀ: ଶିଶୁଙ୍କ ପାଇଁ ମିଳୁଥିବା ପ୍ୟାକେଜ୍‌ ଫୁଡ୍‌ ସେରେଲାକର ପ୍ରସ୍ତୁତକାରୀ କମ୍ପାନି ନେସଲେ ଏବେ ସରକାରଙ୍କ ଯାଞ୍ଚ ଘେରରେ। ଭାରତରେ ମିଳୁଥିବା ସେରେଲାକ୍‌ରେ ଚିନି ରହିଥିବା ଜଣାପଡ଼ିବା ପରେ ଏବେ ନେସଲେ ଉପରେ ସରକାରଙ୍କ ନଜର।

...

ଲଗାତାର ଚତୁର୍ଥ ଦିନରେ ସେୟାର ମାର୍କେଟରେ ହ୍ରାସ, ୨୨ ହଜାର ତଳକୁ...

ନୂଆଦିଲ୍ଲୀ: ଦୁର୍ବଳ ବୈଶ୍ୱିକ ସଂକେତ ମଧ୍ୟରେ ଭାରତୀୟ ସେୟାର ବଜାର ଗୁରୁବାର ଏପ୍ରିଲ ୧୮ରେ ଲଗାତାର ଚତୁର୍ଥ ଦିନରେ ହ୍ରାସ ସହ ବନ୍ଦ ହୋଇଛି । ସେନସେକ୍ସ ପ୍ରାୟ ୪୫୦ ଅଙ୍କ ତଳକୁ ଖସି ବନ୍ଦ ହୋଇଛି । ଅନ୍ୟପଟେ ନିଫ୍ଟି ୨୨ ହଜାର ତଳକୁ ଖସି ଆସିଛି । ଏହି କାରଣରୁ ଆଜି ନିବେଶକଙ...

ଇସ୍ରାଏଲ୍ ସହ ଚୁକ୍ତିକୁ ବିରୋଧ କରିବାରୁ ୨୮ କର୍ମଚାରୀଙ୍କୁ ଛଟେଇ...

ନୂଆଦିଲ୍ଲୀ: ଇସ୍ରାଏଲ୍ ସହ କମ୍ପାନୀର ଚୁକ୍ତିକୁ ବିରୋଧ କରି ବିକ୍ଷୋଭ କରିଥିବା କର୍ମଚାରୀଙ୍କୁ ଛଟେଇ କଲା ଗୁଗଲ। ଟେକ୍ କମ୍ପାନୀ ବିଭିନ୍ନ ସହରରୁ ୨୮ ଜଣ କର୍ମଚାରୀଙ୍କୁ ଛଟେଇ କରିଛନ୍ତି। ଇସ୍ରାଏଲ୍ ସହ ଗୁଗଲ କ୍ଲାଉଡ୍ କମ୍ପ୍ୟୁଟିଂ କଣ୍ଟ୍ରାକ୍ଟ ବା ନିମ୍...

କୋଭିଡ ପ୍ରକୋପ କରିଥିବା ଜିଲ୍ଲାରେ ଲୋକେ କିଣୁଛନ୍ତି ଅଧିକ ସୁନା:...

ନୂଆଦିଲ୍ଲୀ ୧୭।୪: ଦେଶର ଯେଉଁ ଜିଲ୍ଲାମାନଙ୍କରେ କୋଭିଡର ପ୍ରକୋପ ଅଧିକ ଥିଲା ସେଠାରେ ସୁନା ପ୍ରତି ଲୋକଙ୍କ ଆକର୍ଷଣ ପୂର୍ବାପେକ୍ଷା ଅଧିକ ବଢିଯାଇଛି। ଇଣ୍ଟରନ୍ୟାସନାଲ ରିଭ୍ୟୁ ଅଫ ଇକନୋମିକ୍ସ ଆଣ୍ଡ ଫାଇନାନ୍ସର ଏକ ଅଧ୍ୟୟନ ଆଧାରରେ ଟାଇମସ...

UPI ଇକୋସିଷ୍ଟମରେ ଫୋନ ପେ’ ଏବଂ ଗୁଗଲ ପେ’ର ବଢୁଛି ଏକଚାଟିଆ ? N...

ନୂଆଦିଲ୍ଲୀ: ୟୁନିଫାଇଡ୍ ପେମେଣ୍ଟ୍ସ ଇଣ୍ଟରଫେସ (ୟୁପିଆଇ) ଭାରତରେ ଅନଲାଇନ ପେମେଣ୍ଟ ସିଷ୍ଟମରେ କ୍ରାନ୍ତି ଆଣିଛି । କିନ୍ତୁ ଧୀରେ ଧୀରେ ୟୁପିଆଇ ଟ୍ରାଞ୍ଜେକ୍ସନ ମାମଲାରେ ଫୋନ ପେ' ଏବଂ ଗୁଗଲ ପେ'ର ବଜାର କବଜା ଏତେ ଅଧିକ ହୋଇଛି ଯେ ଏବେ ଦୁଇ କମ୍ପାନି ୟୁପିଆଇ ଇକୋସ...

ଭାରତରେ ୨-୩ ବିଲିଅନ ଡଲାର ନିବେଶ ନେଇ ଘୋଷଣା କରିପାରନ୍ତି ଏଲନ ମ...

ନୂଆଦିଲ୍ଲୀ: ଏଲନ ମସ୍କ ଭାରତରେ ୨-୩ ବିଲିଅନ ଡଲାର ନିବେଶ ନେଇ ଘୋଷଣା କରିପାରନ୍ତି। ନୂଆ ଫ୍ୟାକ୍ଟ୍ରି ଖୋଲିବା ପାଇଁ ଏହି ନିବେଶ କରାଯିବ ବୋଲି ମିଡିଆରେ ରିପୋର୍ଟ ପ୍ରକାଶ ପାଇଛି। ଆସନ୍ତା ସପ୍ତାହରେ ମସ୍କ ଭାରତ ଗସ୍ତରେ ଆସୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବା ପରେ...

ସର୍ବକାଳୀନ ରେକର୍ଡ ସ୍ତରରେ ସୁନା: ୭୪ ହଜାର ଡେଇଁଲା ଦର, ଆହୁରି...

ଭୁବନେଶ୍ୱର ୧୭/୦୪: ଆଜି ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି ସୁନା । ଭୁ-ରାଜନୈତିକ ସମସ୍ୟା ଏବଂ ବର୍ଦ୍ଧିତ ଚାହିଦା ସୁନାର ଚମକକୁ ବଢ଼ାଇଚାଲିଛି । କ୍ରମାଗତ ଭାବେ ଏହା ନୂଆ ରେକର୍ଡ ଯୋଡ଼ିଚାଲିଛି । ଆଜି ଏହା ୭୪,୦୦୦ ସ୍ତର ଅତିକ୍ରମ କରିଛି । ଆଗକୁ ବିବାହ...

Copyright © 2024 - Summa Real Media Private Limited. All Rights Reserved.