Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉପର ମୁଣ୍ଡରେ ନାହିଁ ବଡ ବର୍ଷା, ରେଙ୍ଗାଳିରୁ ଗୋଟିଏ ଗେଟ୍ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ
  • ||
  • ସାଲେପୁର : AC ମେକାନିକ୍‌ଙ୍କ କାରନାମା, ମହିଳାଙ୍କ ଗାଧୁଆ ଘରେ ରେକର୍ଡିଂ ମୋଡ୍‌ରେ ମୋବାଇଲ୍ ରଖି ହେଲେ ଗିରଫ
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ଦେଶରେ କମୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୪୨ହଜାରରୁ ଅଧିକ ପଜିଟିଭ୍
  • ||
  • ବାରିପଦା : ଆଜିଠୁ ଖୋଲିଲା ଦ୍ବିତୀୟ ଶ୍ରୀକ୍ଷେତ୍ର, ମୟୂରଭଞ୍ଜର ସମସ୍ତ ମଠ ମନ୍ଦିରରେ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ
  • ||
  • ମହାକାଳପଡା : ଆଜିଠୁ ଖୋଲିଲା ଐତିହାସିକସ୍ଥଳୀ ହୁକିଟୋଲା, ଜଳଯାତ୍ରାର ମଜା ଉଠାଉଛନ୍ତି ପର୍ଯ୍ୟଟକ
  • ||
  • ବୌଦ୍ଧ : ଚୋରା ଚାଲାଣ ବେଳେ ୧୬ପେଟି କଫ୍ ସିରପ୍ ଜବତ, ସ୍କର୍ପିଓ ସହ ଜଣେ ଗିରଫ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଇତିହାସ ରଚିଲା ଭାରତୀୟ ହକି ଟିମ୍, ୪୧ ବର୍ଷ ପରେ ଅଲିମ୍ପିକ୍ସରେ ଜିତିଲା ପଦକ
  • ||
  • ଚିନ୍ତା ବଢାଉଛି ମୃତ୍ୟୁସଂଖ୍ୟା, ରାଜ୍ୟରେ କରୋନା ନେଲା ୬୮ ଜଣଙ୍କ ଜୀବନ
  • ||

ଚୋରା କାରବାରରେ ବିଲେଇ ଗିରଫ !

4/08/2020 at 3:51 PM

ଶ୍ରୀଲଙ୍କା୪/୮:  କଥାଟି ଜାଣିବା ପରେ ହୁଏତ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗିବ।କିନ୍ତୁ ଏହା ସତ୍ୟ ଘଟଣା। ଡ୍ରଗ୍ସ ଏବଂ ସିମ୍‌ କାର୍ଡ ଚୋରା କାରବାର ଅଭିଯୋଗରେ ଗୋଟିଏ ବିଲେଇକୁ ଗିରଫ କରାଯାଇଥିଲା। କିନ୍ତୁ ବିଲେଇ କୌଶଳକ୍ରମେ ଜେଲ୍‌ରୁ ଫେରାର ହୋଇଯାଇଥିଲା। ଶ୍ରୀଲଙ୍କାରେ ଏଭଳି ଅଦ୍ଭୁତ ଘଟଣା ଘଟିଛି।

ଶ୍ରୀଲଙ୍କାର ଭେଲିକଡ଼ା ଜିଲ୍ଳାର ଗୁପ୍ତଚରମାନେ ଏହି ବିଲେଇର କାର୍ଯ୍ୟକଳାପ ଉପରେ ସନ୍ଦେହ ପ୍ରକାଶ କରିଥିଲେ। ଚୋରା କାରବାରରେ ଏହି ବିଲେଇକୁ ବ୍ୟବହାର କରାଯାଉଥିଲା। ଏହା ପରେ ବିଲେଇଟିକୁ ଗିରଫ କରି ତାଠାରୁ ୨ ଗ୍ରାମର ହିରୋଇନ୍‌, ୨ଟି ସିମ୍ କାର୍ଡ ଏର୍ବଂ ଏକ ମେମୋରି ଚିପ୍‌ ପୋଲିସ୍ ଜବତ କରିଥିଲା।

ପୋଲିସ୍ କହିବା ଅନୁଯାୟୀ, ବିଲେଇ ବେକରେ ଏକ ପ୍ୟାକେଟ ବନ୍ଧା ଯାଇଥିଲା, ଯେଉଁଥିରେ ଏହି ସବୁ ଚୋରା ସାମଗ୍ରୀ ରହିଥିଲା। ଗତ ରବିବାର ଦିନ ଚୋରା କାରବାରରେ ବ୍ୟବହାର କରାଯାଉଥିବା ବିଲେଇଟି ଜେଲ୍‌ରୁ ଖସି ଯାଇଥିଲା। କେବଳ ବିଲେଇ ନୁହେଁ କିଛିଦିନ ତଳେ ଶ୍ରୀଲଙ୍କାରେ କଲମ୍ବୋରେ ଏକ ଚିଲ ପକ୍ଷୀକୁ ଧରାଯାଇଥିଲା। ଏହି ପକ୍ଷୀକୁ ମଧ୍ୟ ସେହି ଚୋରା କାରବାରରେ ବ୍ୟବହାର କରାଯାଉଥିଲା।

   Related Posts