Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ବିଲ୍ ପାସ୍ କରାଇ ଦେବା ଲାଗି ୧୪ହଜାର ଟଙ୍କା ନେଉଥିଲା ଲାଞ୍ଚ, କ୍ୟାସିୟରଙ୍କୁ ଧରିଲା ଭିଜିଲାନ୍ସ

25/09/2019 at 2:54 PM

ବାରିପଦା ୨୫।୯: ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଗର କ୍ୟାସିୟର ଅଜୟ କୁମାର ସେଜପଡା ଭିଜିଲାନ୍ସ ଜାଲରେ। ବିଲ୍ ପାସ୍ କରାଇ ଦେବା ଲାଗି ୧୪ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରିଲା ବାରିପଦା ଭିଜିଲାନ୍ସ ଟିମ୍।

ବାରିପଦା ବଡବଜାରର ଜଣେ ଠିକାଦାର କାମେଶ୍ୱର ତ୍ରିପାଠୀ ବହୁଦିନ ଧରି ଏକ କାମର ବିଲ୍ ପାସ୍ କରାଇବା ଲାଗି କ୍ୟାସିୟରଙ୍କ ପାଖକୁ ଯାଇଥିଲେ । ହେଲେ ୨୫ହଜାର ନଦେଲେ କାମ ହେବନାହିଁ ବୋଲି କ୍ୟାସିୟର କହିଥିଲେ। ଶେଷକୁ ୧୪ହଜାରରେ କଥା ଛିଡାଇଥିଲେ କାମେଶ୍ବର। ନିରାଶ ହୋଇ ଯୋଜନା ମୁତାବକ ବାରିପଦା ଭିଜିଲାନ୍ସ ବିଭାଗ ସହିତ ଯୋଗାଯୋଗ କରି ଆଜି ଦିନ ୧୨ଟା ବେଳେ ଲାଞ୍ଚ ଦେବା ବେଳେ କ୍ୟାସିୟରଙ୍କୁ ଟଙ୍କା ସହିତ ଧରିଥିଲା ଭିଜିଲାନ୍ସ ଟିମ୍।

   Related Posts