Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

କାର୍ ଭିତରୁ ମିଳିଲା ଟଙ୍କା : ବିଜେପୁରରେ ବାଣ୍ଟିବାକୁ ନିଆଯାଉଥିବା ଅଭିଯୋଗ

21/10/2019 at 4:16 PM

ବରଗଡ ୨୧|୧୦: କାର୍‌ ଭିତରୁ ମିଳିଲା ଟଙ୍କା । ବିଜେପୁର ଉପନିର୍ବାଚନ ପାଇଁ ଟଙ୍କା ବାଣ୍ଟିବାକୁ ନିଆଯାଉଥିବା ଅଭିଯୋଗ ହୋଇଛି । ଗାଈସିଲେଟ ବ୍ଲକ୍ ବ୍ରାହ୍ମଣୀମାଳ ଗାଁ ନିକଟରୁ ମିଳିଛି ଟଙ୍କା ।

ଟଙ୍କା ଯାଉଥିବା କାର୍‌କୁ ଅଟକ ରଖିଲେ ସ୍ଥାନୀୟ ଲୋକେ । ଗାଡି ଛାଡି ଫେରାର୍‌ ହୋଇଗଲେ ଡ୍ରାଇଭର ଓ ଅନ୍ୟ ଜଣେ ବ୍ୟକ୍ତି । ଘଟଣାସ୍ଥଳରେ ପହଞ୍ଚି ସ୍ବତନ୍ତ୍ର ସ୍କ୍ବାଡ୍‌ର ତନାଘନା ଜାରି ରହିଛି ।

   Related Posts