ବୋଲେରୋ ଗାଡିରୁ ୯୫ହଜାର ଟଙ୍କା ଜବତ, ଜଣେ ଅଟକ

Published By : Prameya-News7 Bureau | April 14, 2019 IST

ବାରିପଦା ୧୪|୪: ବୋଲେରୋ ଗାଡିରୁ ନଗଦ ୯୫ ହଜାର ଟଙ୍କା ଜବତ ହୋଇଛି । ଗତକାଲି ବିଳମ୍ବିତ ରାତିରେ ଟଙ୍କା ଜବତ କରିଛି ସ୍ପେଶାଲ ସିକ୍ୟୁରିଟି ଟିମ୍ । ବାଙ୍ଗିରିପୋଷି ନିର୍ବାଚନ ମଣ୍ଡଳୀ ଚାନ୍ଦୁଆ ଥାନା ଅନ୍ତର୍ଗତ ବଣ୍ଡାଭ ନିକଟରୁ ଟଙ୍କା ଜବତ ହୋଇଛି । ଘଟଣାରେ ଜଣଙ୍କୁ ଅଟକ ରଖିଛି ପୋଲିସ । ଅଟକ ବ୍ୟକ୍ତି କୁଳିଅଣା ବ୍ଲକର ବ୍ୟବସାୟୀ ରାଜେଶ ଶାହା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.