Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମହାରାଷ୍ଟ୍ର : ଭାରସାମ୍ୟ ହରାଇ ୩୦ ଫୁଟ ଖାଇକୁ ଖସିଲା ବସ୍, ୫ ଜଣଙ୍କ ମୃତ୍ୟୁ, ୩୫ ଆହତ
  • ||
  • କାର୍ଯ୍ୟରେ ଅବହେଳା ପାଇଁ ନିଲମ୍ବିତ ହେଲେ ଗୁଣୁପୁର ତହସିଲଦାର
  • ||
  • ଚେନ୍ନାଇ ସୁପରକିଙ୍ଗ୍ସକୁ ବଡ ଝଟକା, ଆହତ କାରଣରୁ ଆଇପିଏଲ୍‌ର ବାକି ମ୍ୟାଚ୍‌ରୁ ବାଦ୍ ପଡିଲେ ଡ୍ଵେନ ବ୍ରାଭୋ
  • ||
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୯୩୧ କରୋନା ସଂକ୍ରମିତ ଚିହ୍ନଟ
  • ||
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଉତକ୍ଷେପଣ ହେଲା କାର୍ଟୋସାଟ୍-୩

27/11/2019 at 9:11 AM

ଶ୍ରୀହରିକୋଟା ୨୭।୧୧: ଉତକ୍ଷେପଣ ହେଲା ଆର୍ଥ ଇମେଜିଙ୍ଗ ଆଣ୍ଡ ମ୍ୟାପିଂ ସାଟେଲାଇଟ୍ ବା କାର୍ଟୋସାଟ୍-୩ । ଶ୍ରୀହରକୋଟା ଲଞ୍ଚ ପ୍ୟାଡ୍ ରୁ ହେଲା ଉତକ୍ଷେପଣ  । ସକାଳ ୯ଟା ୨୮ ମିନିଟ୍ ରେ ଲଞ୍ଚ କରାଯାଇଛି । ପିଏସ୍ ଏଲ୍ ଭି -C47 ରକେଟ୍ ଦ୍ବାରା ଉତକ୍ଷେପଣ ହେଲା କାର୍ଟୋସାଟ୍-୩ ।  ଏହା ସହ ଆମେରିକାର  ୧୩ ଟି ଛୋଟ ବାଣିଜ୍ୟିକ ସାଟେଲାଇଟ୍ ମଧ୍ୟ ଲଞ୍ଚ ହୋଇଛି । କାର୍ଟୋସାଟ୍ ର ଓଜନ ୧୬୨୫ କିଲୋଗ୍ରାମ ।

କାର୍ଟୋସାଟ୍ -୩ ହେଉଛି ଥାର୍ଡ ଜେନେରେସନ୍ ର ସବୁଠୁ ଉଚ୍ଚକ୍ଷମତା ସଂପର୍ଣ୍ଣ ଉପଗ୍ରହ ।  ଏହି ସାଟେଲାଇଟ୍ ଦ୍ବାରା ଉଚ୍ଚକ୍ଷମତା ସଂପନ୍ନ ଫଟୋ ଉଠାଯାଇପାରିବ । ସହର ଓ ଗ୍ରାମାଞ୍ଚଳର ବିଭିନ୍ନ ଉନ୍ନୟନ ମୂଳକ ଯୋଜନା ପାଇଁ ଏହା ବେଶ ସହାୟକ ହୋଇପାରିବ । ସେହିଭଳି ଅନ୍ତରୀକ୍ଷରୁ ଏହା ଭାରତର ସୀମା ଉପରେ ମଧ୍ୟ ନଜର ରଖିପାରିବ । ଏହି ସାଟେଲାଇଟ୍ ଲଞ୍ଚ କରିବାରେ ପିଏସ୍ ଏଲ୍ ଭି -C47 ହେବ୨୧ ତମ ଫ୍ଲାଇଟ୍ ଯାହା ଏକ୍ସଏଲ୍ ଆକାରର । ପିଏସ୍ ଏଲ୍ ଭି ୩୨୦ ଟନ୍  ଓଜନ ଏବଂ ୪୪ ମିଟର ଲମ୍ବା ରକେଟ୍ ବୋଲି ଇସ୍ରୋ ପକ୍ଷରୁ କୁହାଯାଇଛି । ଇସ୍ରୋ ଗତ ୨୨ ମେରେ କାର୍ଟୋସାଟ୍ – ୨ ରେ ଲଞ୍ଚ ହୋଇଥିଲା ।

   Related Posts