ସୁନ୍ଦରଗଡ଼ର ୪ ଜଣଙ୍କର କରୋନା ନେଗେଟିଭ୍‌,୧୫ ଦିନ ତଳେ ଚୀନ୍‌ରୁ ଫେରିଥିଲେ

Published By : Prameya-News7 Bureau | February 18, 2020 IST

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ୪ଜଣଙ୍କ କରୋନା ରିପୋର୍ଟ ନେଗେଟିଭ୍‌ ଆସିଛି । ଏମାନେ ୧୫  ଦିନ ତଳେ ଚୀନରୁ ଫେରିଥିଲେ । 

କରୋନା ସନ୍ଦେହରେ ଏମାନଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା । ସୁନ୍ଦରଗଡ଼ ସହରର ଗୋଟିଏ ପରିବାରର ସ୍ୱାମୀ ସ୍ତ୍ରୀ ଓ ଛୁଆ ଥିବାବେଳେ  ।ଜଣେ ରାଉରକେଲା ବାସନ୍ତୀ କଲୋନୀର ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.