Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଏଜାଜ ପଟେଲଙ୍କୁ ସ୍ୱତନ୍ତ୍ର ଉପହାର ଦେଲା ଟିମ୍ ଇଣ୍ଡିଆ, ଗୋଟିଏ ଇନିଂସରେ ସବୁ ବ୍ୟାଟରଙ୍କୁ କରିଥିଲେ ଆଉଟ୍
  • ||
  • ସୁଙ୍କି ଘାଟିରେ ଦୁର୍ଘଟଣା, ମୁହାଁମୁହିଁ ଧକ୍କା ହେଲେ ୨ ଟ୍ରକ୍
  • ||
  • ଗଜପତି : ଭିଜିଲାନ୍ସ ଜାଲରେ ନୂଆଗଡ଼ ଫରେଷ୍ଟର, ଏକକାଳୀନ ୪ଟି ସ୍ଥାନରେ ରେଡ୍
  • ||
  • ତେଲକୋଇ ରେଞ୍ଜରେ ହାତୀ ଆତଙ୍କ, ସନ୍ଧ୍ୟା ହେଲେ ଗାଁରେ ପଶି ନଷ୍ଟ କରୁଛନ୍ତି ଫସଲ
  • ||
  • ରାଜ୍ୟରେ ଏବେ ବର୍ଷା ନାହିଁ, ଶୁଖିଲା ଓ ଖରାଟିଆ ରହିବ ପାଗ
  • ||

ରେଳ ଧାରଣାରେ ଫସିଗଲା କାର୍, ଅଳ୍ପକେ ଧକ୍କା ଦେଲା ଟ୍ରେନ୍ : ରକ୍ଷା ପାଇଗଲା ୩ ଜଣଙ୍କ ଜୀବନ

5/11/2021 at 4:20 PM

ରାଉରକେଲା ୫।୧୧: କାର ଉପରେ ଚଢ଼ି ଯାଇଥାନ୍ତା ଯାତ୍ରୀବାହୀ ଟ୍ରେନ୍ ।  ଅଳ୍ପକେ ରକ୍ଷା ପାଇଲା କାର୍ । ବଞ୍ଚିଗଲା କାରରେ ବସିଥିବା ୩ ଜଣଙ୍କ ଜୀବନ ।  

ସୂଚନାଯୋଗ୍ୟ ଯେ, ବୀରମିତ୍ରପୁରଠାରୁ ବରସୁଆଁ ଯାଉଥିଲା ଯାତ୍ରୀବାହୀ ଟ୍ରେନ୍ । ସେହି ସମୟରେ ଖରିଆ ବାହାଲ ବସ୍ତିର ଅଘୋଷିତ ରେଳ ଫାଟକ ଦେଇ କାର୍ ଟି ଅତିକ୍ରମ କରୁଥିଲା । ସେତିକି ବେଳେ ରେଳ ଧାରଣାରେ ଫସି ଯାଇଥିଲା କାର୍ । ଟ୍ରେନ ଚାଳକ ଦେଖିବା ପରେ ଟ୍ରେନକୁ ଅଟକାଇ ବାକୁ ଚେଷ୍ଟା କରିଥିଲେ । କିନ୍ତୁ ଟ୍ରେନ୍ ଟି ସମ୍ପୂର୍ଣ୍ଣ ଭାବେ ଅଟକିନଥିଲା । କାର୍ ଟିକୁ ଟ୍ରେନ୍ ଟି ଅଳ୍ପ ଧକ୍କା ଦେଇଥିଲା । ନିଶ୍ଚିତ ମୃତ୍ୟୁ ମୁଖରୁ ବର୍ତ୍ତିଯାଇଛି ୩ ଜଣଙ୍କ ଜୀବନ ।

   Related Posts