Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଡ୍ରାଇଭର୍ ସିଟ୍ ଖାଲି କିନ୍ତୁ ଚାଲୁଛି ଗାଡି : ତାମିଲନାଡୁର ସୁପର ଫିଏଟ୍ କାର, ଇଣ୍ଟରନେଟରେ ଲୋକେ ତାବ୍‌ଦା

15/10/2020 at 10:42 PM

ଚେନ୍ନାଇ, ୧୫୧୦ସୋସିଆଲ ମିଡିଆରେ ଆଜିକାଲି ଏକ ଧଳା ପୁରୁଣା ଫିଆଟ୍ କାରର ଭିଡିଓ ଭାଇରାଲ ହେଉଛି । ଏଥିରେ ଏକ କାର୍ ରାସ୍ତାରେ ଯାଉଛି କିନ୍ତୁ ଭିତରେ କୌଣସି ଡ୍ରାଇଭର ନାହାଁନ୍ତି । ଅର୍ଥାତ ଭିଡିଓରେ କାରଟି ଆପେଆପେ ଗଡୁଛି । କେବଳ ଜଣେ ବ୍ୟକ୍ତି ମାସ୍କ ପିନ୍ଧି ପାସେଞ୍ଜର୍ ସିଟରେ ବସିଥିବା ନଜର ଆସିଛି ।

ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, କାରଟି ଆପେ ଆପେ ରାସ୍ତାରେ ଗଡୁଛି । ଅନ୍ୟ ଗାଡିକୁ ଓଭରଟେକ୍ କରୁଛି ।

ଏହି କାର୍ ପଛରେ ଯାଉଥିବା ଜଣେ ବ୍ୟକ୍ତି ଏହି ଭିଡିଓକୁ ଉତ୍ତୋଳନ କରିଥିଲେ । ପରେ ସେ ଏହାକୁ ଫେସବୁକରେ ସେୟାର କରିଥିଲେ ।ଏହାସହ ଏହା କିପରି ସମ୍ଭବ ବୋଲି ସେ ପ୍ରଶ୍ନ ମଧ୍ୟ କରିଥିଲେ ।ଏନେକ ଏଥିରେ ମଜାଳିଆ କମେଣ୍ଟ ଦେଇଛନ୍ତି ।

ବ୍ରେଣ୍ଡାନ୍ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ଟେସଲା ଏବେ ଟେକ୍ନୋଲୋଜି ଚୋରି କରିବାକୁ ଆସିଯାଇଛି ।ଆଉ ଜଣେ ଲେଖିଛନ୍ତି ଯେ, ଏହି ବ୍ୟକ୍ତିଜଣଙ୍କ ୟୁଏସଏରୁ ଫେରିଛନ୍ତି ।

   Related Posts