ଟ୍ରକକୁ ପିଟିଲା କାର;୨ କାର ଆରେ।ହୀଙ୍କ ମୃତ୍ୟୁ

Published By : Prameya-News7 Bureau | July 07, 2018 IST

ଟ୍ରକକୁ ପିଟିଲା କାର । କେନ୍ଦୁଝର ସଦର ଥାନା ପାଙ୍କ ମାରୁଣୀ ପେ।ଲରେ ମର୍ମନ୍ତୁଦ ଦୁର୍ଘଟଣା । ଦ୍ରୁତଗତିରେ ଆସୁଥିବା କାରଟି ପଛପଟୁ ଟ୍ରକକୁ ଧକ୍କା ଦେଇଛି । ଘଟଣାସ୍ଥଳରେ ୨ କାର ଆରେ।ହୀଙ୍କ ମୃତ୍ୟୁ ହେ।ଇଛି । ମୃତକଙ୍କ ପରିଚୟ ମିଳିପାରିନାହିଁ । ଆଜି ସକାଳ ପ୍ରାୟ ୭ଟା ୪୫ରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ହୋଣ୍ଡା ଆଇ ଟେନ୍ କାରଟି ର ପ୍ରାୟ ୫ଫୁଟ ଟ୍ରକ ଭିତରକୁ ପଶି ଯାଇଛି । ଡ୍ରାଇଭର ଓ ଆଗରେ ବସିଥିବା ବ୍ୟବକ୍ତିଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.