Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୁଣି ନକଲି ଘିଅ କାରଖାନାରେ ରେଡ୍‌, ମାଲିକ ଫେରାର
  • ||
  • ବିଧାନସଭା ଆଗରେ ମାଆ ଓ ପୁଅଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ସ୍ପଷ୍ଟୀକରଣ ରଖିଲା ଜଗତସିଂହପୁର ପୋଲିସ
  • ||
  • ଲିଭର ପ୍ରତ୍ୟାରୋପଣ ପାଇଁ ସମ୍‌ ହସ୍ପିଟାଲ ଓ ଏସିଆନ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ ଗ୍ୟାଷ୍ଟ୍ରୋଏନଟେରୋଲୋଜି (ଏଆଇଜି ) ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ
  • ||
  • ଆନ୍ଦୋଳନରତ କୃଷକଙ୍କୁ ଗୃହ ମନ୍ତ୍ରୀ ଶାହାଙ୍କ ସନ୍ଦେଶ, ସରକାର ଆପଣଙ୍କ ଦାବି ଓ ସମସ୍ୟା ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ
  • ||
  • ଡିସେମ୍ବର ମାସ ପାଇଁ ଗାଇଡ୍‌ ଲାଇନ୍ ଜାରି କଲେ ରାଜ୍ୟ ସରକାର
  • ||
  • ଭାଇ ହେଲା ଭଗାରୀ: ଜମିବାଡି ଲୋଭରେ ନିଜ ରକ୍ତ ସଂପର୍କର ଭାଇ-ପୁତୁରାକୁ ଦେଲା ହାଣି
  • ||
  • ଅଭୟକାନ୍ତଙ୍କ ଲିଙ୍କ୍‌ର ଖୋଳତାଡ଼: ସମସ୍ତଙ୍କୁ ଯିବ ନୋଟିସ୍, କିଏ ବଫାଦାର- କିଏ ଗଡ଼ ଫାଦର?
  • ||
  • ପରୀ ହତ୍ୟା ମାମଲା: ଅରୁଣ ବୋଥ୍ରାଙ୍କ ନେତୃତ୍ବରେ ୫ ଜଣିଆ ଏସ୍‌ଆଇଟି ଟିମ୍‌ ଗଠିତ, ହାଇକୋର୍ଟଙ୍କୁ ଅବଗତ କଲେ ସରକାର
  • ||
  • ସୋର : ବେଙ୍ଗାଲୁରୁରୁ ଲୁଟ୍ ହୋଇଥିବା ୪ଲକ୍ଷ ଟଙ୍କା ମିଳିଲା ଚାଉଳ ଡବାରୁ
  • ||
  • ତେଲକୋଇ : ମଞ୍ଚାରେ ଶୋଇଥିବା ବେଳେ ଲାଗିଗଲା ନିଆଁ, ପୋଡି ହୋଇ ମହିଳା ଗୁରୁତର
  • ||

ଗଛରେ ପିଟିଲା କାର , ୪ ମୃତ ଜଣେ ଗୁରୁତର

31/07/2018 at 5:35 AM

ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତ୍ସଙ୍ଗ ହେଲା ଜୀବନର ଶେଷ ସତ୍ସଙ୍ଗ । ସତ୍ସଙ୍ଗ ସାରି ଫେରୁଥିବା ବଳେ ଭାରସାମ୍ୟ ହରାଇ ଗଛରେ ପିଟି ହେଲା କାର | ଘଟଣା ସ୍ଥଳରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳରେ ଭର୍ତ୍ତି ହୋଇଛନ୍ତି । ଗତକାଲି ବିଳମ୍ବିତ ରାତିରେ ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରୁ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କର ସତ୍ସଙ୍ଗ ସାରି ଏକ ମାରୁତି ସୁଇଫ୍ଟ କାରରେ କେନ୍ଦୁଝର ଫେରୁଥିବା ସମୟରେ ସଦର ଥାନା ଅନ୍ଚଳର ସରଧାପୁର ନିକଟରେ ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇଯାଇଥଇଲା କାର । ଦୁର୍ଘଟଣା ଘଟିବା ପରେ କାର ଚାଳକ ଫୋନ ଯୋଗେ ସତ୍ସଙ୍ଗର କିଛି ସଭ୍ୟଙ୍କୁ ଫୋନ କରି ଜଣାଇବା ପରେ ପୋଲିସ ଓ ଓଡ୍ରାଫ୍ଟ ଟିମ ଆଦି ଘଟଣା ସ୍ଥଳରେ ପହଂଚି ସମସ୍ତ ଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଛନ୍ତି । ଦୁର୍ଘଟଣା ଟି ଏତେ ଯୋରରେ ହୋଇଥିଲା ଯେ ସମସ୍ତେ କାରରେ ଚାପି ହୋଇ ରହିଯାଇଥିଲେ । ସେମାନଙ୍କୁ ଗ୍ୟାସ କଟରରେ କାଟି କଢାଯାଇଥିଲା । ମୃତକ ମାନେ ହଲେ ଓ.ଏସ୍.ଏମ୍.ଇ (ଓଡିଶା ସ୍କୁଲ ଅଫ ମାଇନିଂ ଏଣ୍ଡ ଇଂଜିନିୟରିଂ ର ପ୍ରନ୍ସିପାଲ କଳ୍ପତରୁ ତୀଥବାସୀ ପରିଡା , ଗାୟତ୍ରୀ ଯୁକ୍ତ ୩ କଲେଜର ପ୍ରୀନ୍ସିପାଲ ପିନ୍ଟୁ , ବି.ଏସ୍.ଏନ୍.ଏଲ କମ୍ପାନୀରେ କାର୍ଯ୍ୟରତ ପ୍ରଶାନ୍ତ ପାତ୍ର ଓ କେନ୍ଦ୍ରାପଡା ଅନ୍ଚଳର ରାଜେଶ ଓ ଗୁରୁତର ହଲେ ଗାଡି ଚଳାଉଥିବା ବ୍ୟକ୍ତି କମଳାକ୍ଷ ପରିଡା ଯେ କି କଳ୍ପତରୁ ପରିଡାଙ୍କର ପୁଅ ।

   Related Posts