ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ରମ୍ଭା ନିକଟରେ ସଡକ ଦୁର୍ଘଟଣା ; ୨ ଶିକ୍ଷକ ମୃତ

25/08/2018 at 7:03 AM

ଗଂଜାମ ଜିଲ୍ଲା ଜାତୀୟ ରାଜପଥ ରମ୍ଭା ନିକଟ ଗଣ୍ଡାପୁଲି ଠାରେ ସଡକ ଦୁର୍ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି | କାର୍ ସହ ମୋଟର ସାଇକେଲ ଧକ୍କା ଫଳରେ ଏହି ଦୁର୍ଘଟଣା ଘଟିଛି | ବାଇକରେ ଥିବା ଦୁଇଜଣ ଶିକ୍ଷକଙ୍କ ମୃତ୍ୟୁ ହୋଇଛି | ଦୁଇ ଶିକ୍ଷକ ହେଉଛନ୍ତି ଭାଗିରଥୀ ଜେନା ଓ ନୀଳକଣ୍ଠ ମହାପାତ୍ର | ଭାଗରଥୀଙ୍କ ଘର ଗଞ୍ଜାମ ଜିଲ୍ଲା ବେଗୁନିଆ ପଡା ବ୍ଳକ୍ ମର୍ଦ୍ଦକୋଟ ଗାଆଁ ଏବଂ ନୀଳକଣ୍ଠଙ୍କ ଘର ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଳକ ଅଲଣ୍ଡା ଗ୍ରାମ ବୋଲି ଜଣାପଡ଼ିଛି |

   Related Posts