Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରତିରକ୍ଷା ରପ୍ତାନୀ କ୍ଷେତ୍ରରେ ମାଇଲ ଖୁଣ୍ଟ : ଫିଲିପାଇନ୍ସକୁ ଧୃବ ହେଲିକପ୍ଟର ବିକ୍ରି କରିବ ଭାରତ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୯ ହଜାରରୁ ଅଧିକ କରୋନା ପଜିଟିଭ୍, ୧୫୯ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୮କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୫ କରୋନା ସଂକ୍ରମିତ, ୧୦୫୦୯୫୫ରେ ପହଞ୍ଚିଲା ସଂଖ୍ୟା
  • ||
  • ବାୟୁସେନା ହେଲିକପ୍ଟର କ୍ରାସ୍‌ରେ ଓଡିଆ ଯବାନ ମୃତ, ତାଳଚେରରେ ରାଣା ପ୍ରତାପ ଦାସଙ୍କ ଘର
  • ||
  • ମାତିଲେ ମାଓବାଦୀ : ଜାଳିଲେ ଗାଡ଼ି, ସୁପରଭାଇଜରଙ୍କୁ କଲେ ଅପହରଣ
  • ||
  • ମୁହାଁମୁହିଁ ହେବେ ଶାସକ-ବିରୋଧି : ମମିତା ମେହେର ପ୍ରସଙ୍ଗରେ ବିଧାନସଭା ଘେରିବ ବିଜେପି
  • ||

ସାଇକେଲରେ କ୍ଷୀର ଦେବା ପାଇଁ ଯାଉଥିବା ବେଳେ ଧକ୍କା ଦେଲା କାର୍, ଚାଲିଗଲା ଜୀବନ

23/02/2021 at 12:04 PM

ଆସ୍କା,୨୩/୦୨: ଗଞ୍ଜାମ ଜିଲ୍ଲା ଆସିକା ଥାନା ପାଟିଳିଗୁଡା ଗାଁ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ କାର୍ ସାଇକେଲକୁ ଧକ୍କା ଦେବାରୁ ଜଣେ ମୃତ୍ୟୁବରଣ କରିଛନ୍ତି ।

ମୃତ ସାଇକେଲ ଆରୋହୀ ହେଲେ ଚେରମାରିଆ ଗାଁର ୫୦ ବର୍ଷୀୟ ବ୍ରଜ ବନ୍ଧୁ ଗୌଡ଼  l ଚେର ମାରିଆ ଗାଁରୁ ବ୍ରଜ ବନ୍ଧୁ ସାଇକେଲ ଯୋଗେ ଆସିକା ଅଭିମୁଖେ କ୍ଷୀର ଦେବା ପାଇଁ ଯାଉଥିଲେ । ସେହି ସମୟରେ ଏକ କାର୍ ତାଙ୍କୁ ଧକ୍କା ଦେଇଥିଲା ।  

ଘଟଣା ସ୍ଥଳରେ ପୋଲିସ ପଂହଁଚି ମୃତଦେହକୁ ଜବତ କରିଥିବା ବେଳେ ଦୁର୍ଘଟଣାଗ୍ରସ୍ତ କାରକୁ ଅଟକ ରଥି ତଦନ୍ତ ଜାରି ରଖିଛି ।

   Related Posts