Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରବିବାର ରାଜ୍ୟରେ ସୁସ୍ଥହେଲେ ଆଉ ୧୦,୮୪୧ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୩୫୩୨ ଜଣ ଡିସଚାର୍ଜ
  • ||
  • ଅଭିଯୁକ୍ତକୁ ଉଠାଇ ଆଣିବାରୁ ଥାନା ପରିସରରେ ତୁମୁଳକାଣ୍ଡ, ଗ୍ରାମବାସୀ ଓ ପୋଲିସ ମାରପିଟ
  • ||
  • ବିପୁଳ ପରିମାଣର ବିଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଭୁଶୁଡିଯିବ ଘାଘରା ପୋଲ ! ବିପଦରେ ଶହଶହ ଯାତ୍ରୀଙ୍କ ଜୀବନ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ଶବଦାହ ଗାଡିକୁ ପିଟିଲା କାର, ୨ ଗୁରୁତର, ଅନ୍ୟ ଏକ ଆମ୍ବୁଲାନ୍ସରେ ପଠାଗଲା ଶବ

27/11/2021 at 8:59 PM

ନିମାପଡା ୨୭।୧୧: ପିପିଲି ବାଇପାସ ଓଭର ବ୍ରିଜ ଛକରେ ଦୁର୍ଘଟଣା। ଶବଦାହ ଗାଡିକୁ ପିଟିଲା କାର।  ଦୁର୍ଘଟଣାରେ ଦୁଇଟି ଯାକ ଗାଡି ଭାଙ୍ଗି ଚୁରମାର ହୋଇଛି। ଭୁବନେଶ୍ୱରରୁ ଶବ ନେଇ ପୁରୀକୁ ଯାଉଥିବା ଶବ ଦାହ ଗାଡି ଓଭର ବ୍ରିଜ ନିକଟରେ ଅଟକିଥିବା ବେଳେ ପୁରୀ ପଟୁ ଦ୍ରୁତଗତି ରେ ଆସୁଥିବା କାରଟି ଭାରସାମ୍ୟ ହରାଇ ବୀପରିତ ଦିଗରେ ଡିଭାଇଡ଼ର କ୍ରସ କରି ଶବ ଥିବା ଗାଡିକୁ ସାମ୍ନାପଟୁ ପିଟିଥିଲା। ଫଳରେ ଉଭୟ ଗାଡିର ଡ୍ରାଇଭର ଗୁରୁତ୍ୱର ଆହତ ହୋଇଥିଲେ।

ଘଟଣା ସ୍ଥଳରେ ପିପିଲି ପୋଲିସ ପହଞ୍ଚି ଉଭୟ ଗାଡିକୁ ଜବତ କରି ଆହତ ମାନଙ୍କୁ ଭୁବନେଶ୍ୱର ହସ୍ପିଟାଲକୁ ପଠାଇଥିବା ବେଳେ ଗାଡି ଭିତରେ ଥିବା ଶବକୁ ଅନ୍ୟ ଏକ ଆମ୍ବୁଲାନ୍ସ ଯୋଗେ ପୁରୀ ପଠାଇ ଥିଲା।

   Related Posts