ଜଳିଗଲା ଚଳନ୍ତା କାର୍ : ଅଳ୍ପକେ ରକ୍ଷା ପାଇଲେ ୪ଜଣ, ଦେଖନ୍ତୁ ଭିଡିଓ
28/10/2019 at 2:07 PM

ଭୁବନେଶ୍ବର ୨୮/୧୦: ରାସ୍ତାରେ ଯାଉଥିବା ବେଳେ ଜଳିଗଲା କାର୍ । ଭୁବନେଶ୍ଵର ଟଙ୍କପାଣି ରାସ୍ତାରେ ଯାଉଥିବା ଏକ କାର୍ ରେ ହଠାତ୍ ନିଆଁ ଲାଗି ଯାଇଥିଲା । ଦେଖୁ ଦେଖୁ କାର୍ ଟି ସଂପୂର୍ଣ୍ଣ ଜଳି ଯାଇଥିଲା ।

ନିଆଁ ଲାଗିବା ପରେ କାର୍ ରେ ଥିବା ଗୋଟିଏ ପରିବାରର ଦୁଇ ମହିଳାଙ୍କ ସମେତ ଚାରି ଜଣ ବାହାରକୁ ବାହାରି ଆସିଥିଲେ ଏବଂ ସେମାନେ ସୁରକ୍ଷିତ ଥିବା ଜଣା ପଡିଛି । ଅଗ୍ନିଶମ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । କେଉଁ ପରିସ୍ଥିତିରେ କାର୍ ରେ ନିଆଁ ଲାଗିଲା ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ ।
Related Posts
ବଜାରରୁ ଫେରିବା ବେଳେ ଚାଲିଗଲା ଜୀବନ
24 January 2021
ଲୁଟେରାଙ୍କୁ କାବୁ କରି ନିର୍ଧୁମ ଛେଚିଲେ ସ୍ଥାନୀୟ ଲୋକେ
24 January 2021
ଝାରସୁଗୁଡା: ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ
24 January 2021
ମନ୍ତ୍ରୀଙ୍କ ବଡ ଘୋଷଣା: ଅଙ୍ଗନୱାଡି କର୍ମୀଙ୍କୁ ମିଳିବ ମୋବାଇଲ୍ ଫୋନ୍
24 January 2021