ରାଜଧାନୀରେ ଦୁଇ ମହିଳାଙ୍କ ପେଟ ଉପରେ ଚଢ଼ିଗଲା କାର, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

Published By : Prameya-News7 Bureau | October 24, 2021 IST

ଭୁବନେଶ୍ୱର, ୨୪/୧୦: ଦୁଇମହିଳାଙ୍କ ଉପରେ ଚଢ଼ିଗଲା କାର । ୟୁନିଟ ୧ ସ୍ଥିତ ଆଦିବାସୀ ପଡିଆ ନିକଟରେ ଏକ କାର  ମୋଟର ସାଇକେଲ୍‌କୁ ପିଟିବାପରେ ଏଥିରେ ବସିଥିବା ଦୁଇ ମହିଳାଙ୍କ ଉପରେ ଗାଡ଼ି ମାଡ଼ି ଯାଇଥିଲା । ମହିଳାଙ୍କ ପେଟ ଉପରେ ଗାଡ଼ି ଚଢି ଯାଇଥିଲା । ଦୁଇ ମହିଳାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୋଲିସ କାରକୁ ଜବତ କରିବା ସହ କାର ଚଳକଙ୍କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.