ଦୋକାନକୁ ଧକ୍କା ଦେଇ ନୟନଜୋରିକୁ ଖସିଲା କାର୍, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

Published By : Prameya-News7 Bureau | November 01, 2021 IST

ଭଦ୍ରକ ୧।୧୧: ଭାରସ୍ୟାମ ହରାଇ ନୟନଜୋରିକୁ ଖସିଲା କାର୍ । ଅଳ୍ପକେ ବର୍ତ୍ତିଗଲେ ଡ୍ରାଇଭର । ଭଦ୍ରକ ଚାରିଘରିଆ ସ୍ଥିତ ଶନିମନ୍ଦିର ନିକଟରେ ଏଭଳି ଦୁର୍ଘଟଣା ଘଟିଛି ।

{"id":536708,"width":755,"height":415,"sizeSlug":"full","linkDestination":"none"}

ଉଲ୍ଲେଖଯୋଗ୍ୟ ଯେ, କାରଟି ଯାଉଥିବା ବେଳେ ଭାରସ୍ୟାମ ହରାଇ ନୟନଜୋରିକୁ ଖସିଲା କାର୍ । ନିକଟରେ ଥିବା ଦୋକାନ ଦୋକାନ ଘରକୁ ଧକ୍କା ଦେଇ ଖସିପଡିଥିବା ସୂଚନା ମିଳିଛି । କାର୍ ରେ ଥିବା ଡ୍ରାଇଭର ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । କେଉଁ କାରଣରୁ ଦୁର୍ଘଟଣା ଘଟିଲା ତାହା ସ୍ପଷ୍ଟ ହୋଇନାହିଁ । ତେବେ ଦୁର୍ଘଟଣା ସମୟରେ ଦୋକାନରେ କେହି ନଥିବାରୁ ବଡ ଅଘଟଣ ଟଳି ଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.