କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରୋନା ସନ୍ଦିଗ୍ଧଙ୍କ ଟେଷ୍ଟ୍ ନେଗେଟିଭ

Published By : Prameya-News7 Bureau | March 08, 2020 IST

ଭୁବନେଶ୍ୱର, ୦୮|୦୩:   କ୍ୟାପିଟାଲ ହସ୍ପିଚାଲରେ ଭର୍ତ୍ତି ହୋଇଥିବା କରୋନା ସନ୍ଦିଗ୍ଧଙ୍କ ଟେଷ୍ଟ୍ ନେଗେଟିଭ୍ ଆସିଛି। ଆୟାର୍ଲାଣ୍ଡର ଏହି ନାଗରିକଜଣଙ୍କ କିଛି ଦିନ ତଳେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

{"id":235043,"width":751,"height":422,"sizeSlug":"large"}

କ୍ୟାପିଟାଲ ହସପିଟାଲରେ ଚିକିତ୍ସିତ ଆୟର୍ଲ୍ୟାଣ୍ଡ ନାଗରିକ ପିଟରଙ୍କ କୋରୋନା ଟେଷ୍ଟ ନେଗେଟିଭ୍ ଆସିଛି ।  ଏ ଯାଏଁ ରାଜ୍ୟରେ କୌଣସି କୋରୋନା ରୋଗୀ ଚିହ୍ନଟ ହୋଇ ନାହାନ୍ତି । ଏସସିବି, ଭିମସାର, ଏମକେସିଜି ଓ କ୍ୟାପିଟାଲ ହସ୍ପୀଟଲରେ ଭର୍ତ୍ତି ହୋଇଥିବା ସମସ୍ତ ୧୦ଜଣ ସନ୍ଦିଗ୍ଧଙ୍କ ଟେଷ୍ଟ ନେଗେଟିଭ୍ ଆସିଛି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.