ନିର୍ବାଚନ ଓ ପ୍ରାର୍ଥୀ ଚୟନ ନେଇ ପ୍ରତିକ୍ରିୟା ରଖିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂହ

Published By : Prameya-News7 Bureau | July 17, 2018 IST

ସୁପାରିଶ ଭିତ୍ତିରେ ନୁହେଁ ବରଂ ମେରିଚଟ ଭିତ୍ତିରେ ହେବ କଂଗ୍ରେସର ପ୍ରାର୍ଥୀ ଚୟନ । କଂଗ୍ରେସର ତିନି ଦିନିଆ ମାନସ ମନ୍ଥିନ ପରେ ଏମିତି ସୂଚନା ଦେଇଛନ୍ତି କଂଗ୍ରେସ ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ । ଏହା ସହ କଂଗ୍ରେସର ଜାତୀୟ ନିର୍ବାଚନୀ ଇସ୍ତାହାରରେ ରାଜ୍ୟର ଆଞ୍ଚଳିକ ସମସ୍ୟା ମଧ୍ୟ ସ୍ଥାନିତ ହେବ ବୋଲି କହିଛନ୍ତି ଜିତେନ୍ଦ୍ର । ପୂର୍ବରୁ ବିଭିନ୍ନ ନିର୍ବାଚନରେ କଂଗ୍ରେସ ର୍ରାର୍ଥୀ ଚୟନରେ ସୁପାରିଶ ଅଥିକ କାମକରେ ଓ ଟିକେଟ ବିକ୍ରି ହୁଏ ବୋଲି ଚର୍ଚ୍ଚା ହୁଏ । ତାହା ପୂର୍ବରୁ ଜିତେନ୍ଦ୍ରଙ୍କ ଏପରି ସୂଚନା ବେଶ ଗୁରୁତ୍ବ ରକଉଛି । ଏହା ସହ ଅଗଷ୍ଟ ମାସ ଶେଷ ସୁଦ୍ଧା କଂଗ୍ରେସ ରାଜ୍ୟର ୫୦ ପ୍ରତିଶତ ସିଟରେ ପାର୍ରୀ ଘୋଷଣା କରିବ ବୋଲି କହିଛନ୍ତି ଜିତେନ୍ଦ୍ର । ସେପଟେ ପିସି ସଭାପତି କହିଛନ୍ତି ରାଜ୍ୟ କଂଗ୍ରେସ ନିର୍ବାଚନ ଲାଗି ପ୍ରସ୍ତୁତ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.