କ୍ୟାନସର ରୋଗୀଙ୍କ ଯତ୍ନ ନେଇ ସମ୍ରେ ଆଲୋଚନାଚକ୍ର
18/08/2018 at 9:03 PM

ରେ।ଗୀଙ୍କ ଯତ୍ନନେବା ଓ ଦେଖାଶୁଣା କରିବାରେ ନର୍ସମାନଙ୍କ ଭୂମିକା ଗୁରୁତ୍ବପୂର୍ଣ । ହସପିଟାଲର ମେରୁଦଣ୍ଡ କହିଲେ ନର୍ସଙ୍କୁ ବୁଝାଇଥାଏ । ତେବେ କ୍ୟାନସର ରେ।ଗୀଙ୍କର କେମିତି ଯତ୍ନନେଇ ହେବ ସେ ନେଇ ସମ ହସପିଟାଲର କନଫରେନସ ହଲରେ ଏକ ଆଲେ।ଚନାଚକ୍ର ଅନୁଷ୍ଠିତ ହେଇଥିଲା । ସାଧାରଣତଃ କ୍ୟାନସରରେ ପୀଡ଼ିତ ରେ।ଗୀର ମାନସିକ ଅବସ୍ଥା ଠିକ ନଥାଏ,ତେଣୁ ସେମାନଙ୍କୁ କିପରି ବୁଝାଇସୁଝାଇ ଖୁଆଇବା ସେ ନେଇ ନର୍ସମାନଙ୍କୁ ପରାମର୍ଶ ଦେଇଥିଲେ ବିଶେଷଜ୍ଞ । ସେପଟେ ସୁସ୍ଥ ମଣିଷଟିଏ ସନ୍ତୁଳିତ ଖାଦ୍ୟ ଖାଇବା ସହିତ ଜଙ୍କଫୁଡ଼, ତେଲ ଓ ମସଲାଯୁକ୍ତ ଖାଦ୍ୟ ଠାରୁ ଯଥା ସମ୍ଭବ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ।
Related Posts
୨୪ କେଜି ଚୋରା ଗଞ୍ଜେଇ ଜବତ, ନିଶା ବେପାରୀ ଗିରଫ
25 February 2021
ଜଙ୍ଗଲରୁ କୁଟାରୀ ମାଂସ ଓ ଚମଡା ଜବତ, ଶିକାରୀ ଫେରାର
25 February 2021
ସ୍କର୍ପିଓ ଏବଂ ବୋଲେରୋ ମୁହାଁମୁହିଁ ଧକ୍କା, ୬ ଗୁରୁତର
25 February 2021