Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

୪୮ ଘଣ୍ଟା ମଧ୍ୟରେ କ୍ୟାନସର ଭଲ କରିବାକୁ ଚାହୁଁଛନ୍ତି କି : ତେବେ ସେବନ କରନ୍ତୁ ଏହି ଜିନିଷ

1/06/2019 at 3:42 PM

ଆପଣ ସ୍ବପ୍ନରେ କେବେ ଭାବିଛନ୍ତି କି କ୍ୟାନସର ଭଳି ମାରାତ୍ମକ ରୋଗ କେବଳ କିଛି ଘଣ୍ଟା ମଧ୍ୟରେ ଭଲ ହୋଇପାରିବ। ଏହା ସମ୍ଭବ ହୋଇପାରିବ ବୋଲି ଏକ ବୈଜ୍ଞାନିକ ଅନୁଧ୍ୟାନରୁ ଜଣାପଡ଼ିଛି। ଆମେରିକାର ଏକ ଅନୁଧ୍ୟାନରୁ ଏହା ଜଣା ପଡ଼ିଛି ଯେ କ୍ୟାନସର ଚିକିତ୍ସାରେ ବ୍ୟବହାର ହେଉଥିବା ପ୍ରାକୃତିକ ଜିନିଷରେ ଏଭଳି ଗୁଣ ରହିଛି ଯାହା ଖାଇବାର ମାତ୍ର ୪୮ଘଣ୍ଟା ମଧ୍ୟରେ କ୍ୟାନସରର ଉପଚାର ହୋଇପାରିବ।

ଖାସ୍ କଥା ହେଉଛି ଏହା ଯେ ଏହି ଜିନିଷ ପୃଥିବୀର ଯେକୈାଣସି ସ୍ଥାନରେ ସହଜରେ ମିଳି ପାରିବ। ଏହି ଜିନିଷଟି ହେଉଛି ଅଙ୍ଗୁର ମଞ୍ଜିର ରସ। ଗବେଷଣା ମୁତାବକ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ କ୍ୟାନସର ରୋଗୀଙ୍କ ଉପରେ ଗବେଷଣା କରିବା ପରେ ଏହି ଫଳ ସାମନାକୁ ଆସିଛି ଯେ କ୍ୟାନସର ରୋଗୀଙ୍କୁ ଅଙ୍ଗୁର ମଞ୍ଜିର ରସ ପିଇବାକୁ ଦେଲେ ବହୁତ ଶୀଘ୍ର ସୁଫଳ ମିଳିଥାଏ। ଅଙ୍ଗୁର ମଞ୍ଜିର ରସ ଏତେ ଶୀଘ୍ର ପ୍ରଭାବ ପକାଇଥାଏ ଯେ ରସ ସେବନ କରିବାର ୪୮ଘଣ୍ଟା ମଧ୍ୟରେ ସୁଫଳ ମିଳିଥାଏ।

ଅଙ୍ଗୁରରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲୋରୀ,ଫାଇବର,ଭିଟାମିନ ସି ଏବଂ ଇ ଥାଏ। ଏଥିରେ ଗ୍ଲୁକୋଜ,ମ୍ୟାଗ୍ନେସିୟମ୍ ଏବଂ ସାଇଟ୍ରିକ୍ ଏସିଡ୍ ଭଳି ​‌କେତେକ ପୋଷକ ତତ୍ତ୍ବ ରହିଥାଏ। ଏହା ସେବନ କରିବା ଦ୍ବାରା କ୍ୟାନସର,କିଡନୀ ଏବଂ ପୋଲିଓରୁ ମୁକ୍ତି ମିଳିଥାଏ।

ବୈଜ୍ଞାନିକଙ୍କ କହିବାନୁସାରେ ଅଙ୍ଗୁର ମଞ୍ଜିରେ ଥିବା ଜେଏନକେ ପ୍ରୋଟିନ୍ ପାର୍ଶ୍ବପ୍ରତିକ୍ରିୟା ବିନା କ୍ୟାନସରର କୋଶିକାକୁ ୭୬ପ୍ରତିଶତ ଯାଏଁ ମୂଳରୁ ନଷ୍ଟ କରିଥାଏ।

   Related Posts