୪୮ ଘଣ୍ଟା ମଧ୍ୟରେ କ୍ୟାନସର ଭଲ କରିବାକୁ ଚାହୁଁଛନ୍ତି କି : ତେବେ ସେବନ କରନ୍ତୁ ଏହି ଜିନିଷ

Published By : Prameya-News7 Bureau | June 01, 2019 IST

ଆପଣ ସ୍ବପ୍ନରେ କେବେ ଭାବିଛନ୍ତି କି କ୍ୟାନସର ଭଳି ମାରାତ୍ମକ ରୋଗ କେବଳ କିଛି ଘଣ୍ଟା ମଧ୍ୟରେ ଭଲ ହୋଇପାରିବ। ଏହା ସମ୍ଭବ ହୋଇପାରିବ ବୋଲି ଏକ ବୈଜ୍ଞାନିକ ଅନୁଧ୍ୟାନରୁ ଜଣାପଡ଼ିଛି। ଆମେରିକାର ଏକ ଅନୁଧ୍ୟାନରୁ ଏହା ଜଣା ପଡ଼ିଛି ଯେ କ୍ୟାନସର ଚିକିତ୍ସାରେ ବ୍ୟବହାର ହେଉଥିବା ପ୍ରାକୃତିକ ଜିନିଷରେ ଏଭଳି ଗୁଣ ରହିଛି ଯାହା ଖାଇବାର ମାତ୍ର ୪୮ଘଣ୍ଟା ମଧ୍ୟରେ କ୍ୟାନସରର ଉପଚାର ହୋଇପାରିବ।

{"id":118369,"width":596,"height":563}

ଖାସ୍ କଥା ହେଉଛି ଏହା ଯେ ଏହି ଜିନିଷ ପୃଥିବୀର ଯେକୈାଣସି ସ୍ଥାନରେ ସହଜରେ ମିଳି ପାରିବ। ଏହି ଜିନିଷଟି ହେଉଛି ଅଙ୍ଗୁର ମଞ୍ଜିର ରସ। ଗବେଷଣା ମୁତାବକ କାଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ କ୍ୟାନସର ରୋଗୀଙ୍କ ଉପରେ ଗବେଷଣା କରିବା ପରେ ଏହି ଫଳ ସାମନାକୁ ଆସିଛି ଯେ କ୍ୟାନସର ରୋଗୀଙ୍କୁ ଅଙ୍ଗୁର ମଞ୍ଜିର ରସ ପିଇବାକୁ ଦେଲେ ବହୁତ ଶୀଘ୍ର ସୁଫଳ ମିଳିଥାଏ। ଅଙ୍ଗୁର ମଞ୍ଜିର ରସ ଏତେ ଶୀଘ୍ର ପ୍ରଭାବ ପକାଇଥାଏ ଯେ ରସ ସେବନ କରିବାର ୪୮ଘଣ୍ଟା ମଧ୍ୟରେ ସୁଫଳ ମିଳିଥାଏ।

{"id":118373,"width":600,"height":482}

ଅଙ୍ଗୁରରେ ପର୍ଯ୍ୟାପ୍ତ ମାତ୍ରାରେ କ୍ୟାଲୋରୀ,ଫାଇବର,ଭିଟାମିନ ସି ଏବଂ ଇ ଥାଏ। ଏଥିରେ ଗ୍ଲୁକୋଜ,ମ୍ୟାଗ୍ନେସିୟମ୍ ଏବଂ ସାଇଟ୍ରିକ୍ ଏସିଡ୍ ଭଳି ​‌କେତେକ ପୋଷକ ତତ୍ତ୍ବ ରହିଥାଏ। ଏହା ସେବନ କରିବା ଦ୍ବାରା କ୍ୟାନସର,କିଡନୀ ଏବଂ ପୋଲିଓରୁ ମୁକ୍ତି ମିଳିଥାଏ।

{"id":118376,"width":594,"height":394}

ବୈଜ୍ଞାନିକଙ୍କ କହିବାନୁସାରେ ଅଙ୍ଗୁର ମଞ୍ଜିରେ ଥିବା ଜେଏନକେ ପ୍ରୋଟିନ୍ ପାର୍ଶ୍ବପ୍ରତିକ୍ରିୟା ବିନା କ୍ୟାନସରର କୋଶିକାକୁ ୭୬ପ୍ରତିଶତ ଯାଏଁ ମୂଳରୁ ନଷ୍ଟ କରିଥାଏ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.