Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ପୁଣି ଧୋଇଗଲା ପୋଚକା ନାଳ ପୋଲ, ଆସିକା-ଦିଗପହଣ୍ଡି ରାସ୍ତାରେ ଗାଡି ଚଳାଚଳ ଠପ୍

23/07/2020 at 9:51 AM

ସାନଖେମୁଣ୍ଡି ୨୩।୭: ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ରାସ୍ତା ଘାଟ ଭାଙ୍ଗିବା ସହ ଧୋଇ ହୋଇଯାଇଛି । ସାନଖେମୁଣ୍ଡି ବ୍ଲକ୍ ପାଟପୁର ନିକଟ ପୋଚକା ନାଳ ରାସ୍ତା ମଧ୍ୟ ବର୍ଷା ପାଣି ଏବଂ କେନାଲ ପାଣିରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି ।

ଉପର ମୁଣ୍ଡରେ ଅତ୍ୟଧିକ ବର୍ଷା ଯୋଗୁଁ ପାହାଡ ପାଣି ଆସି ସ୍ଥାନୀୟ ରଘୁନାଥ ସାଗରର ଜଳସ୍ତର ବଢିବା ସହ ଚାଷ ଜମି ଜଳ କେନାଲରେ ମିଶିଛି । ଘୋଡାହାଡ ନଦୀରେ ମିଶି ଥିବା ନାଳ ଧୋଇ ହୋଇଯାଇଛି । ଯାହା ଫଳରେ ଦିଗପହଣ୍ଡି ଆସିକା ସମ୍ପୂର୍ଣ୍ଣ ଯାତାୟାତ ଠପ୍ ହୋଇଯାଇଛି ।

ପୂର୍ବରୁ ଦୁଇଥର ଅସ୍ଥାୟୀ ପୋଲ ବନ୍ୟାରେ ସମ୍ପୂର୍ଣ୍ଣ ଭାଙ୍ଗି ଧୋଇହୋଇଯାଇଛି । ପୁଣି ତିଆରି ଚାଲିଥିବା ସମୟରେ ଅସ୍ଥାୟୀ ପୋଲ ଭାସିଗଲା । ରାସ୍ତାରେ ଗାଡି ଅଟକି ରହିଛି । ଯାତ୍ରୀ ହନ୍ତସନ୍ତ ହୋଇଛନ୍ତି । ପୂର୍ବରୁ ଅସ୍ଥାୟୀ ପୋଲଟି ବନ୍ୟାରେ ଭାସି ଯାଇଥିବା ବେଳେ କାର୍ଯ୍ୟ ଚାଲିଥିଲା । ଏହି ସମୟରେ ପୁଣି ଥରେ ପୋଲଟି ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା ।

   Related Posts