ଏଣିକି ଶିଶୁଙ୍କ କ୍ଷେତ୍ରରେ ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ

Published By : Prameya-News7 Bureau | July 10, 2019 IST

ନୂଆଦିଲ୍ଲୀ୧୦|୭: ଏଣିକି ଶିଶୁଙ୍କ କ୍ଷେତ୍ରରେ ଦୁଷ୍କର୍ମକାରୀଙ୍କୁ ମିଳିବ ମୃତ୍ୟୁଦଣ୍ଡ । ଛୋଟ ପିଲାଙ୍କ ସହ ଯୌନ ଅପରାଧ ପାଇଁ ଫାଶୀ ଦଣ୍ଡର ବ୍ୟବସ୍ଥା । ଯୌନ ଅପରାଧରୁ ଶିଶୁଙ୍କୁ ସୁରକ୍ଷା ଦେବାକୁ  ଆସିବ ବାଲ ଯୌନ ଅପରାଧ ସଂରକ୍ଷଣ ଆଇନ୍‌ । ପକ୍ସୋ ଆକ୍ଟ-୨୦୧୨ରେ ସଂଶୋଧନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଞ୍ଜୁରୀ ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କ୍ୟାବିନେଟ୍‌ ବୈଠକରେ ଏକ ଏୖତିହାସିକ ନିଷ୍ପତ୍ତି ନିଆଯାଇଛି । ଏଣିକି ଶିଶୁଙ୍କ କ୍ଷେତ୍ରରେ ଦୁଷ୍କର୍ମକାରୀଙ୍କୁ ମିଳିବ ଫାଶୀ ଦଣ୍ଡ । ବାଲ ଯୌନ ଅପରାଧ ସଂରକ୍ଷଣ ଆଇନ୍‌ କୁ ମିଳିଛି କ୍ୟାବିନେଟର  ମଂଜୁରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.