କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ ଉପହାର: ବଢିଲା ୩ ପ୍ରତିଶତ ମହଙ୍ଗା ଭତ୍ତା
19/02/2019 at 10:02 PM

ରାଜ୍ୟ ସରକାର ଆଜି କେନ୍ଦ୍ର ସରକାରୀ କର୍ମଚାରୀଙ୍କ ପାଇଁ ବଡ ଉପହାର ଘୋଷଣା କରିଛନ୍ତି । ମହଙ୍ଗାଭତ୍ତା ୩ ପ୍ରତିଶତ ବୃଦ୍ଧି ଗୋଷଣା କରିଛନ୍ତି ସରକାର । ଏଣିକି କେନ୍ଦ୍ରସରକାରୀ କର୍ମଚାରୀମାନେ ୧୨ ପ୍ରତିଶତ ମହାଙ୍ଗାଭତ୍ତା ପାଇବେ ।
ଏହା ୨୦୧୯ ଜୁନ ପହିଲାରୁ ଲାଗୁ କରିବା ପାଇଁ ନିଷ୍ପତ୍ତି ହୋଇଛି । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ୪୮ ଲକ୍ଷ ସରକାରୀ କର୍ମଚାରୀ ଉପକୃତ ହେବେ । ସେହିଭଳି ୬୨ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ । ଆଜି (ମଂଗଳବାର) ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି ।
Related Posts
ବିଶ୍ୱାସ ହରାଇଛି ଚୀନ୍ ! ଟିକା ରାଜିନାମା କରିଥିବା ଦେଶ ଏବେ ଭାରତ ମୁହାଁ
22 January 2021
୪୫ ଦିନରେ ରହସ୍ୟମୟୀ ରୋଗରେ ୭୦୦ ସଂକ୍ରମିତ
22 January 2021