ବ୍ୟାସନଗର ସହରାଞ୍ଚଳର ରାସ୍ତା ପାଲଟିଛି ମରଣଯନ୍ତା
17/08/2018 at 7:11 PM

ବ୍ୟାସନଗର ସହରାଞ୍ଚଳର ରାସ୍ତା ପାଲଟିଛି ମରଣଯନ୍ତା । କାଦୁଅ ପଚପଚ ରାସ୍ତା , ଖାଲଖମା ଭର୍ତ୍ତି । ରାସ୍ତାର ଅବସ୍ଥା ଶୋଚନୀୟ ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ଅନେକ ଥର ଅଭିଯୋଗ ଓ ଆନ୍ଦୋଳନ ପରେ ବି ପ୍ରଶାସନର ନିଦ ଭାଙ୍ଗୁନି ।