Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭରତିଆ ଟାୱାରରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା, ପରିଚୟ ଖୋଜୁଛି ପୋଲିସ
  • ||
  • ଟିୟୁସନ୍‌ ସାରି ଫେରୁଥିବା ବେଳେ ଡ୍ରେନ୍‌ ପାଣିରେ ଭାସିଗଲେ ନାବାଳକ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୭ ଜଣଙ୍କ ଜୀବନ
  • ||
  • ଛିଡୁନି ଅଡୁଆ, ହଟୁନି ସସପେନ୍ସ : ପଞ୍ଜାବ ମୁଖ୍ୟମନ୍ତ୍ରୀ ହେବାକୁ ମନା କଲେ କଂଗ୍ରେସ ନେତ୍ରୀ ଅମ୍ବିକା ସୋନୀ
  • ||
  • ବର୍ଷାରେ ଭାସିଗଲା କାଠପୋଲ, ୪୨ ପରିବାର ବାହ୍ୟ ଜଗତରୁ ବିଛିନ୍ନ
  • ||
  • ଟଳିଲା ବନ୍ୟା ଆଶଙ୍କା, ମହାନଦୀ ସମେତ ଶାଖାନଦୀରେ କମୁଛି ପାଣି
  • ||
  • ତିର୍ତ୍ତୋଲ ଓ କୁଜଙ୍ଗରେ ବଢୁଛି ଦୁର୍ଦ୍ଦଶା, ୧୦ ଗାଁରେ ପଶିଲା ବନ୍ୟାଜଳ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୩୦ ହଜାରରୁ ଅଧିକ କରୋନା ପଜିଟିଭ୍, ୩୦୯ ମୃତ
  • ||
  • ସଫଳ ହେଲା SPACE-X INSPIRATION ମିଶନ, ଅନ୍ତରୀକ୍ଷରୁ ଫେରିଲେ ୪ ପର୍ଯ୍ୟଟକ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୬୨୩ କୋଭିଡ୍ ପଜିଟିଭ୍
  • ||

ଗର୍ଭାବସ୍ଥାରେ ମହିଳାଙ୍କ ରକ୍ତଚାପରୁ ଜଣାଯାଇଥାଏ ପୁଅ ହେବ ନା ଝିଅ : ଜାଣନ୍ତୁ କିପରି ?

6/07/2019 at 11:38 AM

ନୂଆଦିଲ୍ଲୀ ୬/୭: କାନାଡ଼ାର ମାଉଣ୍ଟ ସିନାଇ ହସ୍ପିଟାଲରେ ନିକଟରେ ଜାରି କରାଯାଇଥିବା ଏକ ରିପୋର୍ଟରୁ ସଙ୍କୁଚିତ ବିଚାରଧାରା ଥିବା ଲୋକେ ଖୁସି ହୋଇପାରନ୍ତି,ଯେଉଁମାନେ ପୁଅ ଝିଅ ମଧ୍ୟରେ ଭେଦଭାବ କରନ୍ତି। ହସ୍ପିଟାଲରେ ଗବେଷକଙ୍କ ଟିମ୍ ନିଜ ଅଧ୍ୟୟନରେ ଜାଣିବାକୁ ପାଇଛନ୍ତି ଯେ ଗର୍ଭାବସ୍ଥା ସମୟରେ ମାଆଙ୍କ ରକ୍ତଚାପରୁ ପିଲାର ଲିଙ୍ଗ ନିର୍ଦ୍ଧାରଣ କରାଯାଇଥାଏ।

ଗବେଷକଙ୍କ ଅନୁସାରେ ଯଦି ଗର୍ଭାବସ୍ଥା ପୂର୍ବରୁ କିମ୍ବା ସେହି ସମୟରେ ମହିଳାଙ୍କର ରକ୍ତଚାପ ଅଧିକ ରହିଥାଏ ତେବେ ପୁଅ ହେବାର ଆଶଙ୍କା ଅଧିକ ରହିଥାଏ। ଯଦି ରକ୍ତଚାପ କମ୍ ରହିଥାଏ ତେବେ ଝିଅ ଜନ୍ମ ହେବାର ସମ୍ଭାବନା ଥାଏ।

ଡାକ୍ତରଙ୍କ କହିବାନୁସାରେ ରକ୍ତଚାପ ଫ୍ୟାକ୍ଟର ବିଷୟରେ ପୂର୍ବରୁ ସୂଚନା ନଥିଲା,କିନ୍ତୁ ଗବେଷଣାରୁ ଏହା ପ୍ରମାଣିତ ହେଲା ଯେ ମହିଳାଙ୍କ ରକ୍ତଚାପ ଶିଶୁର ଲିଙ୍ଗ ଉପରେ ପ୍ରଭାବ ପକାଇଥାଏ। ରିପୋର୍ଟ ଅନୁସାରେ ଏହି ଗବେଷଣା ୨୦୦୯ମସିହାରେ ଚୀନରେ ଆରମ୍ଭ କରାଯାଇଥିଲା।

   Related Posts