Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତରେ ପହଞ୍ଚିଲା ଓମିକ୍ରନ୍‌ ଭ୍ୟାରିଆଣ୍ଟ । କର୍ଣ୍ଣାଟକର ୨ ଜଣ ବ୍ୟକ୍ତି ଓମିକ୍ରନ୍‌ ଭ୍ୟାରିଆଣ୍ଟରେ ସଂକ୍ରମିତ
  • ||
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||

ନବରଙ୍ଗପୁରରେ ଅପହରଣକାରୀଙ୍କ କବଳରୁ ଉଦ୍ଧାର ହେଲେ ବ୍ୟବସାୟୀ

13/11/2018 at 11:06 AM

ନବରଙ୍ଗପୁର ୧୩/୧୧: ନବରଙ୍ଗପୁରରେ ଅପହରଣକାରୀଙ୍କ କବଳରୁ ଉଦ୍ଧାର ହୋଇଛନ୍ତି ବ୍ୟବସାୟୀ । ବ୍ୟବସାୟୀଙ୍କ ନାଁ ସୁନୀଲ ସାହୁ। ସ୍ବତଃପ୍ରବୃତ୍ତ ଭାବେ ଅପହରଣକାରୀମାନେ ଛାଡ଼ିଦେଇଥିବା ସୂଚନା ମିଳିଛି। ଜୟପୁରର ଜୟନଗର ନିକଟରେ ଛାଡ଼ିଥିଲେ ଅପହରଣକାରୀ। ଗତକାଲି ସନ୍ଧ୍ୟା ସମୟରେ ଛାଡିଥିବା ସୂଚନା ମିଳିଛି। ବର୍ତ୍ତମାନ ସେ ନିଜ ଘର ନବରଙ୍ଗପୁରରେ ଅଛନ୍ତି। ବର୍ତ୍ତମାନ ସେ ନିଜ ଘର ନବରଙ୍ଗପୁର ରେ ଅଛନ୍ତି । ଗତ ୮ ତାରିଖ ସନ୍ଧ୍ୟାରେ ତାଙ୍କୁ ଅପହରଣ କରାଯାଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

   Related Posts