ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ, ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୧୩ ପଜିଟିଭ୍
  • ||
  • ଦେବଗଡ଼ : ଭୁଲିଗଲା ସଂପର୍କ, ମଦ୍ୟପ ବାପାର କଟୁରୀ ଚୋଟରେ ପୁଅ ମୃତ
  • ||
  • ଗଞ୍ଜାମ: ତାରାତାରିଣୀଙ୍କ ପୀଠରେ ନୂତନ ମନ୍ଦିର ପ୍ରତିଷ୍ଠା ଉତ୍ସବ, ଯୋଗଦେବେ ମୁଖ୍ୟମନ୍ତ୍ରୀ
  • ||
  • ପୁରୀ : ରଥଯାତ୍ରା ପାଇଁ ଚଳଚଞ୍ଚଳ ରଥଖଳା, ଚକ ନିର୍ମାଣରେ ବ୍ୟସ୍ତ ମୁଖ୍ୟ ବିଶ୍ୱକର୍ମା
  • ||
  • ଉଦଳା: ପ୍ରେମିକାକୁ ଦେଖାକରିବାକୁ ଯାଇଥିଲେ ପ୍ରେମିକ ଧରାପଡିଗଲେ, ଦେଖାଇଲେ ବନ୍ଧୁକ
  • ||

ବନ୍ଧୁକ ମୁନରେ ବ୍ୟବସାୟୀଙ୍କ ଠାରୁ ୧୨ ଲକ୍ଷ ଲୁଟ

14/06/2018 at 11:48 AM

ଆଜି ଆଠମଲିକ ଥାନା ଅନ୍ତର ଗତ ଗଗଂରାମ ଛକ ନିକଟରେ ଥିବା ସୁନିଲ ଅଗ୍ରବାଲଙ୍କ ଦୋକାନରୁ ୪ ଜଣ ଡକାୟତ ଦେକାନରେ ପଶି ଡକାୟତି କରିଛନ୍ତି | ଦୋକାନର ମାଲିକ ଜଣକ ଆଠମଲିକ ତଥା କେତେକ ଜିଲାର ସିମେଣ୍ଟ ବିକ୍ରେତାଙ୍କ ହୋଲସେଲର ..ତାଙ୍କର ଦିନକୁ ଲକ୍ଷ୍ୟାଧୀକ ଟଙ୍କାର ବ୍ୟବସାୟ ହେଇଥାଏ | ଏହାକୁ ଦୃଷ୍ଟିରେ ରଖି ଡକାୟତ ହୋଇଛି ବୋଲି ସାଧାରଣରେ ଆଲୋଚନା ହେଉଛି | କେତେ ଟଙ୍କା ଡକାୟତି ହୋଇଛି ଏ ବିଷୟରେ କିଛି କହିବାକୁ ଦୋକାନି ମନା କରିଛନ୍ତି | ଏବେ ସୁଧା ଆଠମଲିକ ଥାନାରେ ଏଫଆଇଆର କରାଯାଇ ନାହି | ଏଫଆଇଆର ଦେଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପେଲିସ ପ୍ରକାଶ କରିଛନ୍ତି | ପ୍ରାଥମିକ ସୁଚନାରୁ ଅନୁଯାୟୀ,ସିମେଣ୍ଟ ବିକ୍ରେତାଙ୍କ ଭାଇ ମହେଶ ଅଗ୍ରବାଲା ଆଜି ଭୋର ୪ଟା ବେଳେ ଦୋକାନ ଖୋଲି ଉିତରକୁ ଜାଉଥୀବା ସମୟରେ ୪ଜଣ ଅଚାନକ ଦୁଇ ଗୋଟି ବାଇକ ରେ ତାକଂ ଦୋକାନରେ ପହଚି ମହେଶ ଅଗ୍ରବାଲା କଂ ମୁଣ୍ତ ରେ ପିସ୍ତଲ ଲଗାଇ ଦେଇ ଦୋକାନ ଭିତରକୁ ନେଇ ଯାଇ ଥୀ ଲେ ଓ ପରେ ମହେଶ ଠାରୁ ଗେଡରେଜ ଚାବି ନେଇ ଟଙ୍କା ଲୁଟି ନେଇଥିଲେ | ଲୁଟ ପରେ ମହେଶକୁ ମୁହ ଓ ହାତ ଗୋଡ ଦଉଡିରେ ବାନ୍ଧି ଦୋକାନ ଉିତରେ ଛାଡିଦେଇ ପଳାଇଥିଲେ | ପରେ ଦୋକାନ ଖୋଲିବା ପାଇଁ ଆସିଥିବା ପିଲା ମାଲିକକୁ ଉଦ୍ଧାର କରିଥିବାର ଖବର ମିଳିଛି | ଆନୁନ୍ୟ ୧୫ ଲକ୍ଷ୍ୟ ଟଙ୍କାରୁ ଅଧିକ ଡକାୟତି ହୋଇଛି ବୋଲି ସୁଚନା ମିଳୁଛି | ଏ ଡକାୟତି ପାଇଁ ସଦ୍ଦାନୀ କୁରୁରକୁ ଅଣାଜିବ ବୋଲି ପେଲିସ ତରଫରୁ ସୁଚନା ମିଳୁଛି |

   Related Posts