Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଫେବୃଆରୀ ୨ରେ ପ୍ରକାଶ ପାଇବ ସିବିଏସଇ ଦଶମ ଓ ଦ୍ବାଦଶ ପରୀକ୍ଷା ସୂଚୀ
  • ||
  • ରାସ୍ତା କାର୍ଯ୍ୟର ତଦାରଖ କଲେ ସାଂସଦ ମଞ୍ଜୁଲତା ମଣ୍ଡଳ, ପିଚୁ ଉଠିଯାଉଥିବା ନେଇ ହୋଇଥିଲା ଅଭିଯୋଗ
  • ||
  • ମୁନିଗୁଡା : ମାଲବାହୀ ଟ୍ରେନ୍‌ର ୪ଟି ବଗି ଲାଇନଚ୍ୟୁତ, ରାୟଗଡା-ଟିଟିଲାଗଡ ମଧ୍ୟରେ ରେଳ ଚଳାଚଳ ବାଧାପ୍ରାପ୍ତ
  • ||
  • ଭୁବନେଶ୍ବର : ପିପିଲି ଉପନିର୍ବାଚନ ପାଇଁ ପ୍ରତାପ ଦେବଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦେଲା ବିଜେଡି
  • ||
  • କୋରାପୁଟ : ଘାଟିରେ ସିରିଜ୍ ଦୁର୍ଘଟଣା, ତେଲ ଟ୍ୟାଙ୍କରକୁ ପିଟିଲା ଟ୍ରକ୍, ବ୍ରେକ୍ ଫେଲ୍ ହେବାରୁ ଟ୍ରକ୍କୁ ଧକ୍କାଦେଲା ପିକଅପ୍ ଭ୍ୟାନ୍
  • ||
  • ରାଉରକେଲା : ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, ଶନିବାର ରାତିରୁ ଥିଲେ ନିଖୋଜ, ହତ୍ୟା ଅଭିଯୋଗ ଆଣିଲେ ପରିବାର
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୧୩ କୋଭିଡ୍ ପଜିଟିଭ୍‌, ୩୩୪୭୮୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଗତସିଂହପୁର : ବ୍ୟାଙ୍କ୍ ଲୁଟ୍ ଉଦ୍ୟମ ପଣ୍ଡ, ଆଲମିରାରେ ନିଆଁ ଲାଗି ପୋଡିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର
  • ||
  • ଯାଜପୁର : ରାସ୍ତାକଡରୁ ରମାଦେବୀ ଛାତ୍ରୀଙ୍କ ମୃତଦେହ ମିଳିବା ଘଟଣାରେ ୨ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଆଠମଲ୍ଲିକ : ବାରହା ଶିକାର ପାଇଁ ବିଦ୍ୟୁତ୍ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ଚାଲିଗଲା ନିଜ ଜୀବନ
  • ||

ଫର୍ନିଚର ବ୍ୟବସାୟୀ ପିନ୍ଧିଲେ ସୁନା ମାସ୍କ

16/07/2020 at 5:34 PM

କଟକ୧୬/୭: ପୁଣି ସୁନାର ମାସ୍କ। ବର୍ତ୍ତମାନ କରୋନା ସମୟରେ ସରକାର ଗାଇଡ୍ ଲାଇନ୍‌ରେ ଜାରି କରିଛନ୍ତି ସମସ୍ତେ ମାସ୍କ ପିନ୍ଧିବେ। ତେଣୁ ବିଭିନ୍ନ ରଙ୍ଗ ସହ ଭିନ୍ନ ଭନ୍ନ ଡିଜାଇନ୍‌ରେ ମାସ୍କ ଲୋକମାନେ ପିନ୍ଧି ବାହାରକୁ ଆସୁଛନ୍ତି। ଓଡ଼ିଶାର ଏକ ସୁନା ମାସ୍କ ପିନ୍ଧା ବାବୁ ବାହାରିଛନ୍ତି। କଟକରେ ଏହି ବ୍ୟକ୍ତିଙ୍କ ଘର। ସେ ଜଣେ ଫର୍ନିଚର ବ୍ୟବସାୟୀ। ତାଙ୍କ ନାଁ ଆଲୋକ ମହାନ୍ତି। ୩ ଭରି ଓଜରର ସୁନାର ମାସ୍କ ପିନ୍ଧିଛନ୍ତି।  ଏହା ପୂର୍ବରୁ ଜଣେ ବ୍ୟକ୍ତି ମଧ୍ୟ ସୁନା ମାସ୍କ ପିନ୍ଧି ବେଶ ଚର୍ଚ୍ଚାରେ ଥିଲେ।    

   Related Posts