ଫର୍ନିଚର ବ୍ୟବସାୟୀ ପିନ୍ଧିଲେ ସୁନା ମାସ୍କ
16/07/2020 at 5:34 PM

କଟକ୧୬/୭: ପୁଣି ସୁନାର ମାସ୍କ। ବର୍ତ୍ତମାନ କରୋନା ସମୟରେ ସରକାର ଗାଇଡ୍ ଲାଇନ୍ରେ ଜାରି କରିଛନ୍ତି ସମସ୍ତେ ମାସ୍କ ପିନ୍ଧିବେ। ତେଣୁ ବିଭିନ୍ନ ରଙ୍ଗ ସହ ଭିନ୍ନ ଭନ୍ନ ଡିଜାଇନ୍ରେ ମାସ୍କ ଲୋକମାନେ ପିନ୍ଧି ବାହାରକୁ ଆସୁଛନ୍ତି। ଓଡ଼ିଶାର ଏକ ସୁନା ମାସ୍କ ପିନ୍ଧା ବାବୁ ବାହାରିଛନ୍ତି। କଟକରେ ଏହି ବ୍ୟକ୍ତିଙ୍କ ଘର। ସେ ଜଣେ ଫର୍ନିଚର ବ୍ୟବସାୟୀ। ତାଙ୍କ ନାଁ ଆଲୋକ ମହାନ୍ତି। ୩ ଭରି ଓଜରର ସୁନାର ମାସ୍କ ପିନ୍ଧିଛନ୍ତି। ଏହା ପୂର୍ବରୁ ଜଣେ ବ୍ୟକ୍ତି ମଧ୍ୟ ସୁନା ମାସ୍କ ପିନ୍ଧି ବେଶ ଚର୍ଚ୍ଚାରେ ଥିଲେ।
Related Posts
ଗଞ୍ଜେଇ ଭର୍ତ୍ତି ପିକଅପ୍ ଭ୍ୟାନ୍ ଜବତ, ଗାଡି ଛାଡି ଡ୍ରାଇଭର ଫେରାର
28 January 2021
ବ୍ରହ୍ମପୁର: ବାରହା ଶିକାର ଲାଗି ବିଛା ଯାଇଥିଲା ଜାଲ, ଫସିଗଲା ବାଘ
28 January 2021
ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ : ଦାଦାର ଟାଙ୍ଗିଆ ଚୋଟରେ ପୁତୁରା ମୃତ
28 January 2021