Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୦କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୮୫୨୦ କୋଭିଡ୍ ପଜିଟିଭ୍, ୧୨୦୪୬୬୦ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜଧାନୀରେ କରୋନା ବେଲଗାମ୍ : ଆଉ ୧୩ ଅଞ୍ଚଳ ମାଇକ୍ରୋ କଣ୍ଟେନମେଣ୍ଟ୍ ଜୋନ୍
  • ||
  • ଚର୍ଚ୍ଚାରେ ବଡପୋଖରୀଆ ପଞ୍ଚାୟତ : ପ୍ରତିଦ୍ୱନ୍ଦ୍ୱିତା ହେଲାନି, ନିର୍ଦ୍ୱନ୍ଦ୍ୱରେ ଚୟନ ହେଲେ ସରପଞ୍ଚ ଏବଂ ଓ୍ୱାର୍ଡ ମେମ୍ବର
  • ||
  • ରବିବାରଠୁ ବଢିବ ବର୍ଷା, ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ
  • ||
  • ପରିବା ମାର୍କେଟରେ ଅଗ୍ନିକାଣ୍ଡ, ଜଳିଗଲା ସବୁ ଦୋକାନ
  • ||

ବସ୍ ଡ୍ରାଇଭରଙ୍କ ହରତାଳ : ରାଉରକେଲାରେ ଗଡିଲାନି ଘରୋଇ ଯାତ୍ରୀବାହୀ ବସ୍

1/06/2020 at 10:30 AM

ରାଉରକେଲା ୧/୬: ଆଜି ରାଉରକେଲାରେ ଘରୋଇ ଯାତ୍ରୀବାହୀ ବସ୍ ଗଡିବ ନାହିଁ । ବିଭିନ୍ନ ଦାବି ନେଇ ବସ୍ ଡ୍ରାଇଭର, କଣ୍ଡକ୍ଟର ଓ ହେଲପରମାନେ ଆନ୍ଦୋଳନ କରିଛନ୍ତି।

ସରକାର ବସ ମାଲିକଙ୍କ ଦାବି ଶୁଣିଲେ ହେଲେ ଲକଡାଉନରେ ବସ କର୍ମଚାରୀ ବେରୋଜଗାର ହୋଇଛନ୍ତି । ଲକଡାଉନ ସମୟରେ ମାସକୁ ୭ ହଜାର ୫୦୦ ଅର୍ଥ ଦାବି ସହ ୫୦ ଲକ୍ଷର ବୀମା ରାଶି ଘୋଷଣା କରିବାକୁ ଦାବି କରିଛନ୍ତି।

   Related Posts