Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ବରମୁଣ୍ଡା ବସ୍‌ ଚୋରୀ ଘଟଣା: ବ୍ରହ୍ମପୁରରେ ଜବତ କଲା ପୋଲିସ୍

15/11/2020 at 3:55 PM

ବ୍ରହ୍ମପୁର୧୫/୧୧: ଚୋରୀ ବସ୍‌କୁ ଜବତ କଲା ପୋଲିସ୍। ଭୁବନେଶ୍ବରରୁ ଚୋରି ହୋଇଥିବା ବସ୍‌ ବ୍ରହ୍ମପୁରରେ ଥିଲା। ବ୍ରହ୍ମପୁରର ବଡ ବଜାର ପୋଲିସ୍‌ର ଉଦ୍ୟମ କ୍ରମେ ବସ୍‌ଟିକୁ ଜବତ କରାଯାଇଛି।

ସୂଚନାଥାଉକି, ଗତ ୧୩ ତାରିଖରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏହି ବସ୍‌ଟି ଚୋରି ହୋଇଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆଧାରରେ ବଡ ବଜାର ପୋଲିସ୍‌ ଛାନଭିନ୍ ଆରମ୍ଭ କରିଥିଲା। ରବିବାର ବଡ ବଜାର ଅଞ୍ଚଳର ଫାଷ୍ଟଗେଟ୍‌ ନିକଟ ଅଟୋ ନଗରରୁ ଏହି ବସ୍‌ଟିକୁ ଜବତ କରାଯାଇଛି। ଖଣ୍ଡଗିରି ପୋଲିସ୍‌ ସୂଚନା ଆଧାରରେ ବଡ ବଜାର ପୋଲିସ୍ ବସ୍‌ଟି ଜବତ କରିବାରେ ସକ୍ଷମ ହୋଇଛି।

   Related Posts