ଟେଣ୍ଡର କାମକୁ ନେଇ ଭୁବନେଶ୍ବର ବରମୁଣ୍ଡା ବସ୍ଷ୍ଟାଣ୍ଡରେ ବସ୍ ମାଲିକଙ୍କ ଉପରକୁ ଗୁଳିମାଡ
8/10/2018 at 9:13 AM

ଭୁବନେଶ୍ବର ୮|୧୦: ଭୁବନେଶ୍ବର ବରମୁଣ୍ଡାରେ ବସ୍ ମାଲିକଙ୍କ ଉପରକୁ ଗୁଳିମାଡ ହୋଇଛି । ଗତକାଲି ବିଳମ୍ବିତ ରାତିରେ ବସ୍ ମାଲିକ ପ୍ରୀତମ ଜେନାମଣିଙ୍କୁ ଗୁଳିମାଡ କରିଛନ୍ତି ଦୁର୍ବୃତ୍ତ । ଗୁରୁତର ଅବସ୍ଥାରେ ପ୍ରୀତମଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପ୍ରୀତମଙ୍କ ଡାହାଣ ହାତରେ ଗୁଳି ବାଜିଛି । ବରମୁଣ୍ଡା ବସଷ୍ଟାଣ୍ଡର ଏକ ଟେଣ୍ଡର କାମକୁ ନେଇ ଗୁଳିମାଡ ହୋଇଥିବା ସୂଚନା ମିଳିଛି । ଖଣ୍ଡଗିରି ପୋଲିସର ଘଟଣାରେ ତଦନ୍ତ ଆରମ୍ଭ କରିଛି ।
Related Posts
ସ୍ୱାସ୍ଥ୍ୟକର୍ମୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା
1 March 2021