ଓଲଟିଲା ରାଉରକେଲାରୁ ପୋଲସରା ଯାଉଥିବା ବସ୍‌ -୧୨ ଆହତ

Published By : Prameya-News7 Bureau | September 26, 2019 IST

ସୁନ୍ଦରଗଡ - ରାଉରକେଲାରୁ ପୋଲସରା ଯାଉଥିବା ମା ବରାଳ ଦେବୀ ବସ୍‌ ଓଲଟି ପଡିଛି । ସୁନ୍ଦରଗଡର ବିରିଙ୍ଗିଟୋଲି ନିକଟରେ ଏହି ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଣେ ମଟର ସାଇକେଲ୍‌ ଆରୋହୀଙ୍କୁ ବଞ୍ଚାଇବାକୁ ଯାଇ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇଥିବା ପ୍ରାଥମିକ ସୂଚନା ମିଳିଛି ।

ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.