Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ବସ ଓଲଟି ୮ ମୃତ, ୧୦ରୁ ଅଧିକ ଆହତ

13/05/2018 at 8:19 AM

ହିମାଚଳ ସନାରାରେ ମର୍ମାନ୍ଦୁତା ଦୁର୍ଘଟଣା
ଘାଟିରୁ ଯାତ୍ରୀବାହୀ ବସ ଖସି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ରୁ ଅଧିକ ଆହତ ହୋଇଛନ୍ତି
ଘଟଣାସ୍ଥଳରୁ ଆହତଙ୍କୁ ସ୍ଥାନୀୟ ପ୍ରଶାସନ ଓ ଦମକଳ ବାହିନୀ ଉଦ୍ଧାର କରିଛନ୍ତି
ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି
ଆହତଙ୍କ ସଙ୍କଟାପନ୍ନ ରହିଛି

Leave a Reply

   Related Posts