ଖୋର୍ଦ୍ଧାରେ ଭାରସାମ୍ୟ ହରେଇ ଓଲଟିଲା ଘରୋଇ ବସ୍ : ୧୫ ଆହତ

Published By : Prameya-News7 Bureau | June 10, 2019 IST

 ଖୋର୍ଦ୍ଧା ୧୦/୬: ୫୭ ନମ୍ବର ଜାତୀୟ ରାଜପଥର ଜାଗୁଳିପଟଣା ଛକ ନିକଟରେ ଭାରସାମ୍ୟ ହରେଇ ଓଲଟିଲା ଘରୋଇ ବସ ବେବି ଅଣ୍ଣ ବେବି। ବସଟି ଭୁବନେଶ୍ବରରୁ ନୟାଗଡ ଅଭିମୁଖେ ଯାଉଥିଲା । ଏଥିରେ ଥିବା ୫୦ ଜଣ ଯାତ୍ରୀଙ୍କ ମଧ୍ୟରୁ ୧୫ ଜଣ ଦୁର୍ଘଟଣାରେ ଆହତ ହୋଇଛନ୍ତି।

{"id":121694,"width":594,"height":327}

ଆହତ ମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲକୁ ପଠାଯାଇଛି। ଖୋର୍ଦ୍ଧା ପୋଲିସ ଘଟଣାର ତଦନ୍ତ କରୁଛି।

{"id":121695,"width":594,"height":327}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.