ପୁଣି ଏକ ବସ ଦୁର୍ଘଟଣା; ୧୫ ଆହତ

Published By : Prameya-News7 Bureau | November 21, 2018 IST

ବଣେଇ ୨୧/୧୧ : ପାଲଲହଡାରୁ ରାଉରକେଲା ଯାଉଥିବା ଏକ ଯାତ୍ରୀବାହୀ ବସ ଜଗଦମ୍ବା ଲହୁଣୀ ପାଦ ନିକଟ ଖୁଟ ଗାଁରେ ଟ୍ରକ ସହ ଧକ୍କା ହୋଇଛି | ଫଳରେ ୧୫ ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି | ମୃତକଙ୍କ ପରିଚୟ ମିଳିନାହିଁ | ଆହତମାନଙ୍କୁ ବଣେଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.