ଭାରସାମ୍ୟ ହରାଇ ଗଛକୁ ପିଟିଲା ବସ ; ଅଳ୍ପକେ ବର୍ତ୍ତୀଲେ ୪୦ ଯାତ୍ରୀ

Published By : Prameya-News7 Bureau | July 17, 2018 IST

ବାଙ୍କୀରେ ଯାତ୍ରୀବାହୀ ବସ ଦୁର୍ଘଟଣା ଗସ୍ତ ହୋଇଛି | ଅଳ୍ପକେ ବର୍ତ୍ତୀଲେ ୪୦ରୁ ଅଧିକ ଯାତ୍ରୀ ଲୋକନାଥ ନାମକ ଏକ ଘରୋଇ ବସ ବାଙ୍କୀରୁ କଟକ ଯାଉଥିବା ବେଳେ ଭାରସାମ୍ୟ ହରାଇ ବସ ଗୋଟିଏ ଗଛରେ ପିଟି ହୋଇଯାଇଥିଲା | ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.