Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହଜିନି ମାନବିକତା, ପାଇଥିବା ସୁନା ଗହଣାକୁ ଫେରାଇଦେଲେ ଅଟୋ ଚାଳକ
  • ||
  • ଭୁବନେଶ୍ବର : STF ମୋଷ୍ଟ ୱାଣ୍ଟେଡ ଲିଷ୍ଟରେ ଅନୀଲ ପାଣ୍ଡି, ସୂଚନା ଦେଲେ ମିଳିବ ପୁରସ୍କାର
  • ||
  • ଭୁବନେଶ୍ବର : ୩ ନିର୍ବାହୀ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଓ ଜଣେ ଆରଆଇ ଚାକିରୀରୁ ବହିଷ୍କୃତ
  • ||
  • ନୂଆଦିଲ୍ଲୀ : ବାତ୍ୟା ଅପଡେଟ୍ : ୩ରୁ ଓଡିଶାରେ ବର୍ଷା, ୪ରେ ପବନର ବେଗ ଛୁଇଁବ ୯୦ କି.ମି.
  • ||
  • ନୂଆଦିଲ୍ଲୀ : ଶୁକ୍ରବାରଠୁ ରାଜଧାନୀରେ ସମସ୍ତ ସ୍କୁଲ ବନ୍ଦ, ଘୋଷଣା କଲେ କେଜ୍ରିଓ୍ୱାଲ୍‌ ସରକାର
  • ||
  • ବାଇକକୁ ପିଟିଲା ଜୁସ୍ ବୋଝେଇ ଟ୍ରକ୍, ୨ ଆରୋହୀ ମୃତ
  • ||
  • କଣ୍ଟାବାଞ୍ଜି : ମମିତା ମେହେର ହତ୍ୟାକାଣ୍ଡ ମାମଲା : ADG କୋର୍ଟରେ ଜାମିନ ଆବେଦନ କଲା ଗୋବିନ୍ଦ ସାହୁ
  • ||
  • ସାନଖେମୁଣ୍ଡି : ୩୦ ଏକର ଗଞ୍ଜେଇ ଚାଷ ନଷ୍ଟ କଲା ପ୍ରଶାସନ
  • ||
  • ଘାରିଛି ଓମିକ୍ରନ ବିପଦ : ବିଳମ୍ବିତ ହେବ ଟିମ୍ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଗସ୍ତ ! ସମୟ ମାଗିଲା ବିସିସିଆଇ
  • ||
  • ରାଇରଙ୍ଗପୁର : ଗୁଣିଗାରେଡି ସନ୍ଦେହକୁ ନେଇ ହତ୍ୟାକାଣ୍ଡ : ୩ ସୁପାରୀ କିଲର ଗିରଫ
  • ||

ଯାତ୍ରୀଙ୍କଠାରୁ ନେଉଥିଲେ ଅଧିକ ଭଡା, ଦୁଇଟି ବସ୍‌କୁ ଅଟକ ରଖିଲା ପରିବହନ ବିଭାଗ

8/10/2020 at 6:25 PM

ରାଉରକେଲା ୮।୧୦: ସରକାରୀ ଭଡାଠାରୁ ଯାତ୍ରୀମାନଙ୍କଠାରୁ ଅଧିକ ଭଡା ନେଉଥିବା ଅଭିଯୋଗରେ ଦୁଇ ଯାତ୍ରୀବାହୀ ବସ୍ ଅଟକ । ବସ୍ କୁ ଅଟକ ରଖିଛି ରାଉରକେଲା ଆଞ୍ଚଳିକ ପରିବହନ ବିଭାଗ । ରାଉରକେଲାରୁ ଝାଡ଼ଖଣ୍ଡ ଯାଉଥିବା ଗୁପ୍ତା ଏବଂ ମନ୍ତ୍ରୀ ନାମକ ଦୁଇ ଘରୋଇ ଯାତ୍ରୀବାହୀ ବସ୍ ଅଟକ ରହିଛି । କୋଭିଡ ସମୟରେ ସରକାରୀ ଭଡ଼ାଠାରୁ ଦୁଇ ଗୁଣା ବସ୍ ଭଡା ନେଉଥିବା ଅଭିଯୋଗ ହୋଇଛି । କିଛି ବିକଳ୍ପ ନଥିବାରୁ ବାଧ୍ୟ ହୋଇ ଅଧିକ ଭଡା ଦେଇ ଯାଉଥିଲେ ଯାତ୍ରୀ ।

ବସରେ ଥିବା ସିଟକୁ ହିସାବ କରି ଭଡାର ଦୁଇ ଗୁଣା ଫାଇନ ପଡିଛି । ଫାଇନ ଦେବା ପରେ ବସ ନେବା ପାଇଁ ରାଉରକେଲା ଆଞ୍ଚଳିକ ପରିବହନ ନିଷ୍ପତ୍ତି ନେଇଛି । ଫାଇନ ନଦେବା ପର୍ଯ୍ୟନ୍ତ ଗାଡି ଅଟକ ରହିବ । ସୂଚନା ଅନୁସାରେ ମନ୍ତ୍ରୀ ବସ କୁ ୨୦,୫୦୦ ଏବଂ ଗୁପ୍ତା ବସକୁ ୨୦,୧୦୦ ଟଙ୍କାର ଫାଇନ୍ କରିଛି ବିଭାଗ । ମୋଟ ଦୁଇ ବସକୁ ୪୦,୬୦୦ ଟଙ୍କାର ଫାଇନ୍ କରାଯାଇଛି । ମାଲିକ ପାଇନ୍ ପୈଠ କରିବା ପରେ ଦୁଇ ବସ୍ କୁ ଛଡାଯାଇଥିବା ଜଣାପଡିଛି ।

   Related Posts