Friday, August 23, 2019

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଗଜପତିରେ ୫ ଦଫା ଦାବି ନେଇ ମୋଟର କର୍ମଚାରୀ ସଂଘର ଧର୍ମଘଟ

ଗଜପତି ୧୪|୮: ୫ ଦଫା ଦାବି ନେଇ ମୋଟର କର୍ମଚାରୀ ସଂଘର ଧର୍ମଘଟ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ସମ୍ମୁଖରେ ଧାରଣା । ବସଷ୍ଟାଣ୍ଡରେ ମଦଦୋକାନ ଉଚ୍ଛେଦ ଓ କିରାସିନିରେ ଚାଲୁଥିବା ବସ୍ ବନ୍ଦ କରିବା ଦାବିରେ ଧାରଣା ଦିଆଯାଇଛି ।

ସମ୍ପୃକ୍ତ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଜିଲ୍ଲାରେ ସମସ୍ତ ବସ୍ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତାୟତ ବାଧାପ୍ରାପ୍ତ ହୋଇଛି ।

60 Views

   ସମ୍ବନ୍ଧିତ ଖବର