ଗଜପତିରେ ୫ ଦଫା ଦାବି ନେଇ ମୋଟର କର୍ମଚାରୀ ସଂଘର ଧର୍ମଘଟ

Published By : Prameya-News7 Bureau | August 14, 2019 IST

ଗଜପତି ୧୪|୮: ୫ ଦଫା ଦାବି ନେଇ ମୋଟର କର୍ମଚାରୀ ସଂଘର ଧର୍ମଘଟ । ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ବସଷ୍ଟାଣ୍ଡ ସମ୍ମୁଖରେ ଧାରଣା । ବସଷ୍ଟାଣ୍ଡରେ ମଦଦୋକାନ ଉଚ୍ଛେଦ ଓ କିରାସିନିରେ ଚାଲୁଥିବା ବସ୍ ବନ୍ଦ କରିବା ଦାବିରେ ଧାରଣା ଦିଆଯାଇଛି ।

{"id":144118}

ସମ୍ପୃକ୍ତ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି । ଜିଲ୍ଲାରେ ସମସ୍ତ ବସ୍ ଚଳାଚଳ ସମ୍ପୂର୍ଣ୍ଣ ରୂପେ ବନ୍ଦ ରହିଛି । ଫଳରେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯାତାୟତ ବାଧାପ୍ରାପ୍ତ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.