Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଣ ଗୋଦାମରେ ଭୟଙ୍କର ଅଗ୍ନିକାଣ୍ଡ: ୫ ମୃତ, ଅନେକ ଆହତ ହୋଇଛନ୍ତି, କ୍ଷତିପୂରଣ ଘୋଷଣା କଲେ ସିଏମ
  • ||
  • ଆସୁଛି ଲଘୁଚାପ, ୨୮ରୁ ୩ ଦିନ ବର୍ଷିବ: ଦକ୍ଷିଣରେ ହାଲକା ବର୍ଷା ସମ୍ଭାବନା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୫୮୫ ମୃତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୪୯ କୋଭିଡ୍ ପଜିଟିଭ୍
  • ||
  • ଆଜି ମହାପ୍ରଭୁଙ୍କ ବନକଲାଗି ନୀତି, ଅପରାହ୍ନ ୪ଟାରୁ ରାତି ୮ଟା ଯାଏଁ ସାଧାରଣ ଦର୍ଶନ ବନ୍ଦ
  • ||

ଶୌଚ ପାଇଁ ବସ୍ ପଛରେ ଛିଡା ହୋଇଥିଲେ ଡ୍ରାଇଭର, ଅଟୋ ଧକ୍କାରେ ଚାଲିଗଲା ଜୀବନ

23/09/2021 at 10:58 AM

ସାନଖେମୁଣ୍ଡି ୨୩।୯: ଆକସ୍ମିକ ଦୁର୍ଘଟଣାରୁ ବସ୍ ଡ୍ରାଇଭରଙ୍କ ମୃତ୍ୟୁ । ଭୁବନେଶ୍ବରରୁ ଚିକିଟି ଆସୁଥିବା ମା’ ‘ଲକ୍ଷ୍ମୀ’ ବସ୍ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଚୁଡୁଙ୍ଗପୁର ରାସ୍ତା ପାର୍ଶ୍ଵରେ ବସ୍ ରଖି ଡ୍ରାଇଭର ଶୌଚ ହେବା ପାଇଁ ବସ୍ ପଛରେ ଛିଡ଼ାହୋଇଥିଲେ । ସେହି ସମୟରେ ଗଙ୍ଗାପୁରରୁ ଚିକିଟି ଯାଉଥିବା ଅଟୋ ଧକ୍କା ଦେବା ଫଳରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । ମୃତ ଡ୍ରାଇଭର ହେଉଛନ୍ତି ନୟାଗଡ ଜିଲ୍ଲା ଦେଉଳି ଗାଁର ସୁଧାକର ସାହୁ । ଅଟୋ ଡ୍ରାଇଭରଙ୍କ ସମେତ ୪ ଜଣ ଆହତ ହୋଇଛନ୍ତି ।

   Related Posts