ଘାଇକୁ ଖସିଲା ବସ୍ , ୫ମୃତ ସହ ୩୦ରୁ ଅଧିକ ଆହତ

Published By : Prameya-News7 Bureau | November 04, 2019 IST

ମହାରାଷ୍ଟ୍ର ୪।୧୧: ମହାରାଷ୍ଟ୍ର ଅନ୍ତର୍ଗତ ପୁଣେ-ମୁମ୍ବାଇ ରାଜପଥ  ଭୀର ଘାଟ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ପଡିଗଲା ଯାତ୍ରୀବାହୀ ବସ୍ ।

{"id":178853}

ସୂଚନାଯୋଗ୍ୟ ଯେ,  ବସ୍ ରାସ୍ତା କଡକୁ ପଡିବା ଦ୍ବାରା ଘଟଣାସ୍ଥାଳରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣାରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ ନିକଟସ୍ଥ ଚିକିତ୍ସାଳୟରେ ଭର୍ତ୍ତି ।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.