ସାଉଦି ଆରବରେ ବସ୍ ଦୁର୍ଘଟଣା ଜଣେ ଭାରତୀୟଙ୍କ ସମେତ ୩୫ ଜଣଙ୍କର ମୃତ୍ୟୁ
17/10/2019 at 11:13 PM

ମଦିନା – ସାଉଦି ଆରବର ମଦିନା ସହରେ ବସ୍ ଦୁର୍ଘଟଣାରେ ଜଣେ ଭାରତୀୟଙ୍କ ସମେତ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବସ୍ ସହ ଲୋଡର ଟ୍ରକ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ।
ଆହତମାନଙ୍କୁ ହମନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେଶମନ୍ତ୍ରୀ ଏସ୍ ଜୟ ଶଙ୍କର ଦୁଃଖ ପ୍ରକାଶ କରିଛନ୍ତି ।