Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସାଉଦି ଆରବରେ ବସ୍‌ ଦୁର୍ଘଟଣା ଜଣେ ଭାରତୀୟଙ୍କ ସମେତ ୩୫ ଜଣଙ୍କର ମୃତ୍ୟୁ

17/10/2019 at 11:13 PM

ମଦିନା – ସାଉଦି ଆରବର ମଦିନା ସହରେ ବସ୍‌ ଦୁର୍ଘଟଣାରେ ଜଣେ ଭାରତୀୟଙ୍କ ସମେତ ୩୫ ଜଣଙ୍କର ମୃତ୍ୟୁ ହୋଇଛି । ଏକ ବସ୍‌ ସହ ଲୋଡର ଟ୍ରକ ଧକ୍କା ହେବାରୁ ଏହି ଦୁର୍ଘଟଣା ଘଟିଛି ।


ଆହତମାନଙ୍କୁ ହମନା ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଏହି ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀ ମୋଦୀ ଓ ବିଜେଶମନ୍ତ୍ରୀ ଏସ୍‌ ଜୟ ଶଙ୍କର ଦୁଃଖ ପ୍ରକାଶ କରିଛନ୍ତି ।

   Related Posts