ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ‘କାଶ୍ମୀର ପଣ୍ଡିତଙ୍କ ହତ୍ୟାକାରୀକୁ କ୍ଷମା ନାହିଁ’ – ଉପ ରାଜ୍ୟପାଳ
  • ||
  • ଦେଶରେ ବଢୁଛି ସଂକ୍ରମଣ : ୨୪ ଘଣ୍ଟାରେ ବାହାରିଲେ ୨୨୦୨ କରୋନା ପଜିଟିଭ୍
  • ||
  • ସନ୍ଧ୍ୟାରେ ପଞ୍ଜାବ ବନାମ ଦିଲ୍ଲୀ, ‘କର ବା ମର’ ସ୍ଥିତିରେ ଉଭୟ ଟିମ୍
  • ||
  • ରାଜ୍ୟରେ ଖସୁଛି କରୋନା, ୨୪ ଘଣ୍ଟାରେ ବାହାରିଲେ ୭ ପଜିଟିଭ୍
  • ||
  • ଚଣ୍ଡୀଖୋଲ: ଟ୍ରକକୁ ଧକ୍କା ଦେଲା ଟ୍ରକ୍: ଗାଡି ଆଗକୁ ଛିଟିକି ପଡିଲେ ଡ୍ରାଇଭର, ଚାଲିଗଲା ଜୀବନ
  • ||
  • କମିବ ଖରା, ବଢିବ ଗୁଳୁଗୁଳି : ଭିଜାଇବ କାଳବୈଶାଖି ବର୍ଷା
  • ||

ରେଢାଖୋଲ ୫୫ ନମ୍ୱର ଜାତୀୟ ରାଜପଥରେ ଓଲଟିଲା ବସ, ୪ଜଣ ଯାତ୍ରୀ ଗୁରୁତର, ୨୫ ଆହତ

8/09/2018 at 4:14 AM

ସମ୍ନଲପୁର ୦୭/୦୯ : ଆଜି ସନ୍ଧ୍ୟାରେ ରେଢାଖୋଲ ୫୫ ନମ୍ବର ଜାତୀୟ ରାଜପଥ ତାରିଣୀ ଢାବା ନିକଟରେ ଓଲଟିଲା ବସ୍ । ଭାରସାମ୍ୟ ହରାଇ ବସ୍ ଟି ଓଲଟି ପଡିଛି । ସମ୍ବଲପୁରରୁ ଟିଙ୍କିବିରି ଯାଉଥିଲା ‘ଗଜଲକ୍ଷ୍ମୀ’ ବସ୍ । ବସରେ ଥିବା ୪ଜଣ ଯାତ୍ରୀ ଗୁରୁତର, ୨୫ ଆହତ । ସମସ୍ତ ଗୁରୁତରଙ୍କୁ ରେଢ଼ାଖୋଲ ମେଡିକାଲରେ ଭର୍ତ୍ତି କରାଯାଇଛି । ଏସଂପର୍କରେ ଅଧିକ ସୂଚନା ଦେଉଛନ୍ତି ରେଢାଖୋଲ ପ୍ରତିନିଧି ରମାକାନ୍ତ ମହାନନ୍ଦ ।

   Related Posts