Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ବୁର୍ଲା ମେଡିକାଲ ଫାଣ୍ଡି ଥାନା ଅଧିକାରୀ କରୋନା ପଜିଟିଭ୍, ଫାଣ୍ଡି ହେଲା ସିଲ୍

10/08/2020 at 11:14 AM

ସମ୍ବଲପୁର ୧୦।୮: ବୁର୍ଲା ମେଡିକାଲ ଫାଣ୍ଡି ଅଧିକାରୀ କରୋନା ପଜିଟିଭ୍ ଚିହ୍ନଟ । ଏହା ଜଣାପଡିବା ପରେ ଫାଣ୍ଡିକୁ ସିଲ୍ କରାଯିବା ସହ ବିଶୋଧନ କରାଯାଇଛି । ତେବେ ତାଙ୍କ ସଂସ୍ପର୍ଶରେ ଆସିଥିବା ୧୦ରୁ ଅଧିକ ପୋଲିସ କର୍ମଚାରୀଙ୍କୁ କ୍ବାରେଣ୍ଟାଇନକୁ ପଠାଇଦିଆଯାଇଥିବା ଜଣାପଡିଛି ।

ତେବେ ଫାଣ୍ଡି ଅଧିକାରୀଙ୍କ ସଂସ୍ପର୍ଶରେ ଆଉ କେଉଁମାନେ ଆସିଛନ୍ତି ତାର କଣ୍ଟାକ୍ଟ ଟ୍ରେସିଂ ଚାଲିଛି । ଏହାସହ ଫାଣ୍ଡିକୁ ସିଲ୍ କରାଯାଇ ବାହାରେ ଫାଣ୍ଡି କାମ ଚାଲୁଛି ।

ସୂଚନା ଅନୁସାରେ ଫାଣ୍ଡି ଅଧିକାରୀଙ୍କ ଲକ୍ଷଣ ଦେଖାଯିବାରୁ ସେ ଭୀମସାରରେ ତାଙ୍କର କରୋନା ପରୀକ୍ଷା କରାଇଥିଲେ । ତାଙ୍କ ଟେଷ୍ଟ ରପୋର୍ଚ ପଜିଟିଭ୍ ଆସିଥିଲା । ତାଙ୍କ ରିପୋରଟ ପଜିଟିଭ୍ ଆସିବା ପରେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ।

   Related Posts