Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରୋଧ ପରେ ବାଟକୁ ଆସିଲା ହକି ଇଣ୍ଡିଆ, ଦିଲ୍ଲୀପ ତିର୍କୀ ଆଡହକ୍ କମିଟିର ଚେୟାରମାନେ ଭାବେ ନିଯୁକ୍ତ
  • ||
  • ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ, ଦଶମ ମାର୍କ ଆଧାରରେ ହେବ ମୂଲ୍ୟାୟନ
  • ||
  • ଯାଜପୁର : ବରମୁଣ୍ଡା ଛକରେ ଦୁର୍ଘଟଣା, ଚାଲିଗଲା ନାରାୟଣଙ୍କ ଜୀବନ
  • ||
  • ମୃତ୍ୟୁ ହାରରେ ସାମାନ୍ୟ ହ୍ରାସ : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୩୭ ଜଣଙ୍କ ଜୀବନ, ୩୫୦୮ରେ ପହଞ୍ଚିଲା ମୋଟ୍‌ ସଂଖ୍ୟା
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୮୦୬ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • କଟକ : ଜୁଆ ଆଡ୍ଡାରେ ଅଚାନକ ଚଢାଉ, ୧୧ଜଣ ଜୁଆଡି ଗିରଫ
  • ||

ଦିଲ୍ଲୀ ବୁରାଡ଼ିରେ ୧୧ ଜଣଙ୍କ ମୃତ୍ୟୁ ରହସ୍ୟ ; ମୋକ୍ଷ ପ୍ରାପ୍ତି ପାଇଁ ଆହ୍ମହତ୍ୟା କରିଥିବା ସନ୍ଦେହ

2/07/2018 at 9:53 AM

ଦିଲ୍ଲୀ ବୁଡ଼ାଡ଼ିରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ରହସ୍ୟ ଫିଟୁଛି | ଘରୁ ମିଳିଥିବା ଡ଼ାଏରି ରୁ କ୍ରାଇମ ବ୍ରାଞ୍ଚକୁ ମିଳିଛି ସୁରାଗ | ମୋକ୍ଷ ପ୍ରାପ୍ତି ପାଇଁ ପୁରା ପରିବାର ସମୂହ ଆହ୍ମହତ୍ୟା କରିଥିବା କ୍ରାଇମବ୍ରାଞ୍ଚ୍ର ସନ୍ଦେହ କରୁଛି | ପୋଲିସ ୧୧ଟି ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ଆତ୍ମହତ୍ୟା ପଛରେ ଧାର୍ମିକ ଅନ୍ଧବିଶ୍ୱାସ ଥିବା ସନ୍ଦେହ କରାଯାଉଛି | ମୃତକମାନଙ୍କ ଆଖି ଓ ପାଟିରେ ପାଟି ବନ୍ଧା ହୋଇଥିବା ବେଳେ ହାତ ମଧ୍ୟ ପଛକୁ ବନ୍ଧା ଯାଇଥିଲା | ୬ ଟି ମୃତର ପୋଷ୍ଟ ମର୍ଟମରୁ ଜଣା ପଡିଛି, ମୃତ୍ୟୁ ବେଳେ କୌଣସି ଵାଲା ପ୍ରୟୋଗ ହୋଇନଥିଲା | ଘଟଣାସ୍ଥଳରୁ ମିଳିଥିବା ଡାଏରୀ ଅନେକ ସୁରାକ ଦେଉଛି |

   Related Posts