ଦିଲ୍ଲୀ ବୁରାଡ଼ିରେ ୧୧ ଜଣଙ୍କ ମୃତ୍ୟୁ ରହସ୍ୟ ; ମୋକ୍ଷ ପ୍ରାପ୍ତି ପାଇଁ ଆହ୍ମହତ୍ୟା କରିଥିବା ସନ୍ଦେହ
2/07/2018 at 9:53 AM

ଦିଲ୍ଲୀ ବୁଡ଼ାଡ଼ିରେ ଗୋଟିଏ ପରିବାରର ୧୧ ଜଣଙ୍କ ମୃତ୍ୟୁ ରହସ୍ୟ ଫିଟୁଛି | ଘରୁ ମିଳିଥିବା ଡ଼ାଏରି ରୁ କ୍ରାଇମ ବ୍ରାଞ୍ଚକୁ ମିଳିଛି ସୁରାଗ | ମୋକ୍ଷ ପ୍ରାପ୍ତି ପାଇଁ ପୁରା ପରିବାର ସମୂହ ଆହ୍ମହତ୍ୟା କରିଥିବା କ୍ରାଇମବ୍ରାଞ୍ଚ୍ର ସନ୍ଦେହ କରୁଛି | ପୋଲିସ ୧୧ଟି ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ଆତ୍ମହତ୍ୟା ପଛରେ ଧାର୍ମିକ ଅନ୍ଧବିଶ୍ୱାସ ଥିବା ସନ୍ଦେହ କରାଯାଉଛି | ମୃତକମାନଙ୍କ ଆଖି ଓ ପାଟିରେ ପାଟି ବନ୍ଧା ହୋଇଥିବା ବେଳେ ହାତ ମଧ୍ୟ ପଛକୁ ବନ୍ଧା ଯାଇଥିଲା | ୬ ଟି ମୃତର ପୋଷ୍ଟ ମର୍ଟମରୁ ଜଣା ପଡିଛି, ମୃତ୍ୟୁ ବେଳେ କୌଣସି ଵାଲା ପ୍ରୟୋଗ ହୋଇନଥିଲା | ଘଟଣାସ୍ଥଳରୁ ମିଳିଥିବା ଡାଏରୀ ଅନେକ ସୁରାକ ଦେଉଛି |